ପାଟପୁରରେ ପୋଡା ଇଟା କାନ୍ଥ ଭୁଶୁଡି ଦୁଇ ମୃତ

ପାଟପୁର: ଇଟାଭାଟିରେ କାମ କରୁଥିବା ସମୟରେ ପୋଡା ଇଟା କାନ୍ଥ ଭୁଶୁଡି ଦୁଇ ଜଣଙ୍କର ମୃତ୍ୟୁ। ପାଟପୁର ଥାନା ଅନ୍ତର୍ଗତ... The post ପାଟପୁରରେ ପୋଡା ଇଟା କାନ୍ଥ ଭୁଶୁଡି ଦୁଇ ମୃତ appeared first on .

ପାଟପୁରରେ ପୋଡା ଇଟା କାନ୍ଥ ଭୁଶୁଡି ଦୁଇ ମୃତ

ପାଟପୁର: ଇଟାଭାଟିରେ କାମ କରୁଥିବା ସମୟରେ ପୋଡା ଇଟା କାନ୍ଥ ଭୁଶୁଡି ଦୁଇ ଜଣଙ୍କର ମୃତ୍ୟୁ। ପାଟପୁର ଥାନା ଅନ୍ତର୍ଗତ ନୂଆଁଗଡ଼ ସ୍ଥିତ SBI ଚିମିଲିରେ ଘଟିଛି ଏପରି ଅଘଟଣ। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ଖୁଲୁଡ଼ି ଗ୍ରାମର ୬୦ ବର୍ଷୀୟ ବୃଦ୍ଧା ସୁଲଭ ଦୋରାଙ୍କ ମୃତ୍ୟୁ ହୋଇଥିବା ବେଳେ ବଳଧିଆ ଗ୍ରାମର ସରସ୍ପତି ନାମକ ମହିଳାଙ୍କର ବ୍ରହ୍ମପୁର MKCG ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଖବର ପାଇ ପାଟପୁର ପୋଲିସ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଇଟା ଭାଟିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

The post ପାଟପୁରରେ ପୋଡା ଇଟା କାନ୍ଥ ଭୁଶୁଡି ଦୁଇ ମୃତ appeared first on .