ପାଣି ପାଇଁ ଡହଳବିକଳ ସହରବାସୀ

ପ୍ରଚଣ୍ଡ ଗ୍ରୀଷ୍ମରେ ପାଣି ପାଇଁ ଡହଳବିକଳ ଢ଼େଙ୍କାନାଳ ସହରବାସୀ । ଆମ ପୋଖରୀ ଯୋଜନାରେ ପଙ୍କ ପୁନରୁଦ୍ଧାର ନାଁରେ ଖରାଦିନ ପୂର୍ବରୁ ପୋଖରୀରୁ ପାଣି ନିଷ୍କାସନ କରିବା ପରେ ମନ୍ଥର ଗତିରେ କାମ ପାଇଁ ସହବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି।