ପାଣିକୁଣ୍ଡରେ ପଡ଼ି ଆଖିବୁଜିଲେ ୧୩ ମାସର ଶିଶୁ

ଉଦଳା,୧୬ା୪(ସନ୍ତୋଷ କୁମାର ବାଚ୍ଛିନୀ):ମୟୂରଭଞ୍ଜ ଜିଲା ଉଦଳା ଥାନା ବହୁବନ୍ଧ କଲୋନୀସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ପାଖରେ ଥିବା ଏକ ପାଣିକୁଣ୍ଡରେ ପଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ଗ୍ରାମର ମୋଚିରାମ ହୋଙ୍କ ୧୩ ମାସର ପୁଅ ବିକାଶ। ରବିବାର ସାରେ ମୋଚିରାମଙ୍କ ସ୍ତ୍ରୀ ଘର କାମରେ ବ୍ୟସ୍ତ ଥିବା ବେଳେ ବିକାଶ ଘର ବାରଣ୍ଡାରେ ଖେଳୁଥିଲା। ସେଠାରୁ ସେ ପେଟେଇ ପେଟେଇ ପାଖରେ ଥିବା ଏକ ପାଣି କୁଣ୍ଡରେ […] The post ପାଣିକୁଣ୍ଡରେ ପଡ଼ି ଆଖିବୁଜିଲେ ୧୩ ମାସର ଶିଶୁ appeared first on Dharitri Odia News.

ପାଣିକୁଣ୍ଡରେ ପଡ଼ି ଆଖିବୁଜିଲେ ୧୩ ମାସର ଶିଶୁ

ଉଦଳା,୧୬ା୪(ସନ୍ତୋଷ କୁମାର ବାଚ୍ଛିନୀ):ମୟୂରଭଞ୍ଜ ଜିଲା ଉଦଳା ଥାନା ବହୁବନ୍ଧ କଲୋନୀସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ପାଖରେ ଥିବା ଏକ ପାଣିକୁଣ୍ଡରେ ପଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ଗ୍ରାମର ମୋଚିରାମ ହୋଙ୍କ ୧୩ ମାସର ପୁଅ ବିକାଶ। ରବିବାର ସାରେ ମୋଚିରାମଙ୍କ ସ୍ତ୍ରୀ ଘର କାମରେ ବ୍ୟସ୍ତ ଥିବା ବେଳେ ବିକାଶ ଘର ବାରଣ୍ଡାରେ ଖେଳୁଥିଲା। ସେଠାରୁ ସେ ପେଟେଇ ପେଟେଇ ପାଖରେ ଥିବା ଏକ ପାଣି କୁଣ୍ଡରେ ପଡ଼ିଯାଇଥିଲା। ପରେ ପାଣି କୁଣ୍ଡରୁ ମୃତଦେହ ମିଳିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

The post ପାଣିକୁଣ୍ଡରେ ପଡ଼ି ଆଖିବୁଜିଲେ ୧୩ ମାସର ଶିଶୁ appeared first on Dharitri Odia News.