ପାଣିରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ
ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖରିଡ଼ାଳୀ ଗାଁରେ ଦୁଇ ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି । ପୋଖରୀରେ ଗାଧୋଇବା ବେଳେ ଘଟିଛି ଅଘଟଣ । ଜଣେ ଶିଶୁ ଗୁରୁତର ହୋଇ କଟକ ବଡ଼ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁଇ ଜଣ ଶିଶୁଙ୍କୁ ବୁଡ଼ି ଯାଉଥିବା ଦେଖି ଜଣେ ୪୫ ବର୍ଷିୟ ମହିଳା ତାଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ପାଣିରେ ବୁଡ଼ି ଯାଇଥିଲେ । The post ପାଣିରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ appeared first on KNews Odisha.

ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖରିଡ଼ାଳୀ ଗାଁରେ ଦୁଇ ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି । ପୋଖରୀରେ ଗାଧୋଇବା ବେଳେ ଘଟିଛି ଅଘଟଣ । ଜଣେ ଶିଶୁ ଗୁରୁତର ହୋଇ କଟକ ବଡ଼ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁଇ ଜଣ ଶିଶୁଙ୍କୁ ବୁଡ଼ି ଯାଉଥିବା ଦେଖି ଜଣେ ୪୫ ବର୍ଷିୟ ମହିଳା ତାଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ପାଣିରେ ବୁଡ଼ି ଯାଇଥିଲେ ।
The post ପାଣିରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ appeared first on KNews Odisha.