ପାଣ୍ଠି ବଢୁଛି, ଖର୍ଚ୍ଚ ହେଉନି !
ଓଡ଼ିଶା ଏକ ଖଣିଜ ସମ୍ପଦ ସମୃଦ୍ଧ ରାଜ୍ୟ। ମାତ୍ର ଏ ରାଜ୍ୟର ବିକାଶ ଯେତିକି ହେବା କଥା ହୋଇନି। ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଥା କହିବା ପରେ ଏବେ ଓଡ଼ିଶାରେ ଖଣି ରାଜସ୍ବ ନେଇ ଚର୍ଚ୍ଚା ବଢ଼ିଛି।
ଓଡ଼ିଶା ଏକ ଖଣିଜ ସମ୍ପଦ ସମୃଦ୍ଧ ରାଜ୍ୟ। ମାତ୍ର ଏ ରାଜ୍ୟର ବିକାଶ ଯେତିକି ହେବା କଥା ହୋଇନି। ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଥା କହିବା ପରେ ଏବେ ଓଡ଼ିଶାରେ ଖଣି ରାଜସ୍ବ ନେଇ ଚର୍ଚ୍ଚା ବଢ଼ିଛି। ବିଶେଷକରି 2015 ପରେ ନୂତନ ଖଣି ଆଇନ ତିଆରି ହେଲା। ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମଏଫ୍ ବି ଗଠନ ହେଲା। ଦେଖନ୍ତୁ ପୂରା ରିପୋର୍ଟ।