ପାତ୍ରପୁର ବ୍ଳକର ବିଭିନ୍ନ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳିତ

ପାତ୍ରପୁର: ଗଞ୍ଜାମ ଜିଲା ଆନ୍ଧ୍ର ପ୍ରଦେଶ ସୀମାନ୍ତ ପାତ୍ରପୁର ବ୍ଳକ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ  ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପାତ୍ରପୁର କୋର୍ଟ ଠାରେ ମାଜିଷ୍ଟ୍ରେଟ କ୍ରିଷ୍ଣା ମିଶ୍ର ପତାକା ଉତ୍ତୋଳନ କରିଥିବା ବେଳେ ବ୍ଳକ କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷା ୱାଇ ସଂଯୁକ୍ତା,  ଜରଡାଥାନାରେ ଥାନା ଅଧିକାରୀ  ଟୁନା ସାସମଲ ,ବାଘଲଟି ଜଳ ସେଚନ କାର୍ଯ୍ୟାଳୟ ଠାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜୟ ପ୍ରକାଶ ଷଡ଼ଙ୍ଗୀ, ସେହିପରି ସୁରଙ୍ଗି […]

ପାତ୍ରପୁର ବ୍ଳକର ବିଭିନ୍ନ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳିତ

ପାତ୍ରପୁର: ଗଞ୍ଜାମ ଜିଲା ଆନ୍ଧ୍ର ପ୍ରଦେଶ ସୀମାନ୍ତ ପାତ୍ରପୁର ବ୍ଳକ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ  ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପାତ୍ରପୁର କୋର୍ଟ ଠାରେ ମାଜିଷ୍ଟ୍ରେଟ କ୍ରିଷ୍ଣା ମିଶ୍ର ପତାକା ଉତ୍ତୋଳନ କରିଥିବା ବେଳେ ବ୍ଳକ କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷା ୱାଇ ସଂଯୁକ୍ତା,  ଜରଡାଥାନାରେ ଥାନା ଅଧିକାରୀ  ଟୁନା ସାସମଲ ,ବାଘଲଟି ଜଳ ସେଚନ କାର୍ଯ୍ୟାଳୟ ଠାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜୟ ପ୍ରକାଶ ଷଡ଼ଙ୍ଗୀ, ସେହିପରି ସୁରଙ୍ଗି ନବୋଦୟ ବିଦ୍ୟାଳୟରେ ଅଧ୍ୟକ୍ଷ ଡ.ପୀତବାସ  ପ୍ରହରାଜ,ସାମନ୍ତିଆ ପଲ୍ଲୀ ରେଞ୍ଜ କାର୍ଯ୍ୟାଳୟ ରେ ଉପଖଣ୍ଡ ବନ ଅଧିକାରୀ ମନୋଜ କୁମାର ପାତ୍ର, ପାତ୍ରପୁର ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭାରପ୍ର।ପ୍ତ ଚିକିତ୍ସା ଅଧିକାରୀ ଡା ସମ୍ବିତ ବେଗରାୟ, ପୋଲରାଜ ପୁର ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ରାଜେଶ କୁମାର ମହାନ୍ତି, ତୁରୁବୁଡି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଦୁର୍ଯ୍ୟଧନ ସାହୁ, ତୁରୁବୁଡି  ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ନିରାକାର ଗୌଡ଼, ତଣ୍ଡିପୁରପୁର ପଞ୍ଚାୟତ କାର୍ଯ୍ୟାଳୟ  ଠାରେ ସରପଞ୍ଚ ରୀତା ପାତ୍ର, ଖରଣୀପଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ  ଜିତେନ୍ଦ୍ର କୁମାର ପଣ୍ଡା, ସାମନ୍ତିଆ ପଞ୍ଚାୟତରେ ସରପଞ୍ଚ ଏନ ତିରୁପତି, ବରଙ୍ଗ ପଞ୍ଚାୟତ ରେ ସରପଞ୍ଚ ଭି ଦେବୀ ପ୍ରସାଦ, ବାଦପୁର ପଞ୍ଚାୟତ ରେ ସରପଞ୍ଚ ଶଶାଙ୍କ କୁମାର ପାଣିଗ୍ରାହୀ, ଜୟନ୍ତୀ ପୁର ପଞ୍ଚାୟତରେ ସରପଞ୍ଚ ଇସୁରୁ ସୁଶୀଳା  ରେଡ୍ଡୀ, ଖମ୍ବାରି ଗାଁ ପଞ୍ଚାୟତ ରେ ସରପଞ୍ଚ କାପା ଯୋତି,  ଗୁଣ୍ଡୁରା ପଞ୍ଚାୟତରେ ସରପଞ୍ଚ ଭଗବତୀ ପାଣଗ୍ରାହୀ, ତୁମ୍ବା ପଞ୍ଚାୟତରେ ସରପଞ୍ଚ ପ୍ରଶାନ୍ତ ସେଠୀ, ତାଡକା ସାହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା, ସେହିପରି ବ୍ଳକରେ ଥିବା ବହୁ ସରକାରୀ, ବେସରକାରୀ ଶିକ୍ଷା ଅନୁଷ୍ଠାନ ସହିତ ବିଭିନ୍ନ କାର୍ଯ୍ୟାଳୟ ରେ  ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଯାଇଛି।