ପାନୀୟଜଳ ସମସ୍ୟାକୁ ନେଇ ରାସ୍ତାରୋକ, ରାସ୍ତାରୁ ନହଟିବାକୁ ଜିଦ୍ ଧରିଲେ ମହିଳା

ଆଠମଲ୍ଲିକ ୨୯।୪: ପାନୀୟଜଳ ସମସ୍ୟାକୁ ନେଇ ରାସ୍ତାରୋକ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବଇଣ୍ଡା ପୂର୍ତ୍ତ ରାସ୍ତାର ପେଡିପଥର ନିକଟରେ ହୋଇଛି ରାସ୍ତାରୋକ । ଆଗୁଆ ସୂଚନା ନଥିବାରୁ ଉଭୟ ପାର୍ଶ୍ଵରେ ଅଟକି ରହିଛି ଯାନବାହାନ । ଘଟଣାସ୍ଥଳରେ ଠାକୁରଗଡ଼ ପୋଲିସ ପହଞ୍ଚି ବୁଝାସୁଝା କରୁଛନ୍ତି । ମହିଳା ରାସ୍ତାରୁ ହଟୁ ନାହାନ୍ତି ।ଗତ ଫେବୃଆରୀ ୨୮ ତାରିଖରେ ସରପଞ୍ଚ ଭରତ ସାହୁ ଭାଙ୍ଗିଥିବା ପାନୀୟ ଜଳ ପୋଷ୍ଟକୁ ପୁନଃ ସ୍ଥାପନ ନହେବା ଯାଏଁ ରାସ୍ତାରୁ ହଟିବୁ ନାହିଁ ବୋଲି ଜିଦ୍ ଧରିଛନ୍ତି ।You Can Read:ପାକିସ୍ତାନ ମୁର୍ଦାବାଦ ନାରାରେ କମ୍ପିଲା ବୈପାରୀଗୁଡ଼ା ସହର, ପହଲଗାମ୍‌ ଆତଙ୍କୀ ଆକ୍ରମଣ ବରୋଧରେ ୫ ଘଣ୍ଟିଆ ବନ୍ଦ ପାଳନ

ପାନୀୟଜଳ ସମସ୍ୟାକୁ ନେଇ ରାସ୍ତାରୋକ, ରାସ୍ତାରୁ ନହଟିବାକୁ ଜିଦ୍ ଧରିଲେ ମହିଳା

ଆଠମଲ୍ଲିକ : ପାନୀୟଜଳ ସମସ୍ୟାକୁ ନେଇ ରାସ୍ତାରୋକ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବଇଣ୍ଡା ପୂର୍ତ୍ତ ରାସ୍ତାର ପେଡିପଥର ନିକଟରେ ହୋଇଛି ରାସ୍ତାରୋକ । ଆଗୁଆ ସୂଚନା ନଥିବାରୁ ଉଭୟ ପାର୍ଶ୍ଵରେ ଅଟକି ରହିଛି ଯାନବାହାନ । ଘଟଣାସ୍ଥଳରେ ଠାକୁରଗଡ଼ ପୋଲିସ ପହଞ୍ଚି ବୁଝାସୁଝା କରୁଛନ୍ତି । ମହିଳା ରାସ୍ତାରୁ ହଟୁ ନାହାନ୍ତି ।

ଗତ ଫେବୃଆରୀ ୨୮ ତାରିଖରେ ସରପଞ୍ଚ ଭରତ ସାହୁ ଭାଙ୍ଗିଥିବା ପାନୀୟ ଜଳ ପୋଷ୍ଟକୁ ପୁନଃ ସ୍ଥାପନ ନହେବା ଯାଏଁ ରାସ୍ତାରୁ ହଟିବୁ ନାହିଁ ବୋଲି ଜିଦ୍ ଧରିଛନ୍ତି ।

You Can Read:

ପାକିସ୍ତାନ ମୁର୍ଦାବାଦ ନାରାରେ କମ୍ପିଲା ବୈପାରୀଗୁଡ଼ା ସହର, ପହଲଗାମ୍‌ ଆତଙ୍କୀ ଆକ୍ରମଣ ବରୋଧରେ ୫ ଘଣ୍ଟିଆ ବନ୍ଦ ପାଳନ