ପାରାଦୀପ: ପିପିଏଲ ଟାଉନସିପ୍ ମଧ୍ୟରେ ବୁଲୁଛି ୧୫ ଫୁଟର ଅଜଗର

ପାରାଦୀପ (କେନ୍ୟୁଜ): ୧୫ ଫୁଟର ଅଜଗର ସାପ । ପାରାଦୀପ ପିପିଏଲ ଟାଉନସିପ୍ ମଧ୍ୟରେ ବୁଲୁଛି ବିଶାଳ ଅଜଗର ସାପ । ବିଳମ୍ବିତ ରାତିରେ ପିପିଏଲ ଟାଉନସିପ ଡି ଟାଇପ କ୍ଵାର୍ଟର ପଛପଟ ଜଙ୍ଗଲରେ ଅଜଗର ବୁଲୁଥିବା ସ୍ଥାନୀୟ ଲୋକେ ଓ ସିକ୍ୟୁରିଟି ଗାର୍ଡ ଦେଖିଥିଲେ । ସାପକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । The post ପାରାଦୀପ: ପିପିଏଲ ଟାଉନସିପ୍ ମଧ୍ୟରେ ବୁଲୁଛି ୧୫ ଫୁଟର ଅଜଗର appeared first on KNews Odisha.

ପାରାଦୀପ: ପିପିଏଲ ଟାଉନସିପ୍ ମଧ୍ୟରେ ବୁଲୁଛି ୧୫ ଫୁଟର ଅଜଗର
snake 1

ପାରାଦୀପ (କେନ୍ୟୁଜ): ୧୫ ଫୁଟର ଅଜଗର ସାପ । ପାରାଦୀପ ପିପିଏଲ ଟାଉନସିପ୍ ମଧ୍ୟରେ ବୁଲୁଛି ବିଶାଳ ଅଜଗର ସାପ । ବିଳମ୍ବିତ ରାତିରେ ପିପିଏଲ ଟାଉନସିପ ଡି ଟାଇପ କ୍ଵାର୍ଟର ପଛପଟ ଜଙ୍ଗଲରେ ଅଜଗର ବୁଲୁଥିବା ସ୍ଥାନୀୟ ଲୋକେ ଓ ସିକ୍ୟୁରିଟି ଗାର୍ଡ ଦେଖିଥିଲେ । ସାପକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

The post ପାରାଦୀପ: ପିପିଏଲ ଟାଉନସିପ୍ ମଧ୍ୟରେ ବୁଲୁଛି ୧୫ ଫୁଟର ଅଜଗର appeared first on KNews Odisha.