ପାରାଦୀପ ପୌର ପରିଷଦର ଯୋଗାଣ ନିରୀକ୍ଷକ ନିଲମ୍ବିତ

ପାରାଦୀପ: ପାରାଦୀପ ପୌର ପରିଷଦର ଯୋଗାଣ ନିରୀକ୍ଷକ ନିଲମ୍ବିତ ହୋଇଛନ୍ତି। ପାରାଦୀପ ପୌର ପରିଷଦର ଯୋଗାଣ ନିରୀକ୍ଷକ ଅଲିଭା ଦାଶଙ୍କୁ ଜିଲାପାଳ ନିଲମ୍ବନ କରିଛନ୍ତି। ନିରୀକ୍ଷକ ଅଲିଭା ଦାଶ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଶନିବାର ଅନୁପସ୍ଥିତ ଥିଲେ। ପ୍ରାଧୀକୃତ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଅନୁପସ୍ଥିତ ଥିଲେ।