ପାରାଦୀପରେ ଚାଇନା ଜାହାଜ, କାରଣ…

ଭୁବନେଶ୍ୱର,୩୦।୭: ପାରାଦୀପରେ ଚାଇନା ଜାହାଜ। ପାରାଦୀପରେ ଅଟକ ରଖାଯାଇଛି ଚାଇନା ଜାହାଜ। ଚାଇନା ଜାହାଜ MV ZHE HAI- 505 କୁ ଅଟକ ରଖାଯାଇଛି। ଏକ କମ୍ପାନୀର ପ୍ରାୟ କୋଟିଏ ଟଙ୍କା ବକେୟା ନ ଦେବାରୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ସୂଚନାଥାଉ କି, ଏହି ଚାଇନା ଜାହାଜ ବକେୟା ନ ଦେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କମ୍ପାନୀ ମାଲିକ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାହାଜକୁ ଅଟକ ରଖିଛନ୍ତି କୁଜଙ୍ଗ ସବ୍‌ଜଜ୍‌। ଜର୍ଜିଆରୁ ଆମୋନିଅମ ନାଇଟ୍ରେଟ ନେଇ […] The post ପାରାଦୀପରେ ଚାଇନା ଜାହାଜ, କାରଣ… appeared first on Dharitri Odia News.

ପାରାଦୀପରେ ଚାଇନା ଜାହାଜ, କାରଣ…

ଭୁବନେଶ୍ୱର,୩୦।୭: ପାରାଦୀପରେ ଚାଇନା ଜାହାଜ। ପାରାଦୀପରେ ଅଟକ ରଖାଯାଇଛି ଚାଇନା ଜାହାଜ। ଚାଇନା ଜାହାଜ MV ZHE HAI- 505 କୁ ଅଟକ ରଖାଯାଇଛି। ଏକ କମ୍ପାନୀର ପ୍ରାୟ କୋଟିଏ ଟଙ୍କା ବକେୟା ନ ଦେବାରୁ ଅଟକ ରଖାଯାଇଥିବା ସୂଚନା ମିଳିଛି।

ସୂଚନାଥାଉ କି, ଏହି ଚାଇନା ଜାହାଜ ବକେୟା ନ ଦେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କମ୍ପାନୀ ମାଲିକ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାହାଜକୁ ଅଟକ ରଖିଛନ୍ତି କୁଜଙ୍ଗ ସବ୍‌ଜଜ୍‌। ଜର୍ଜିଆରୁ ଆମୋନିଅମ ନାଇଟ୍ରେଟ ନେଇ ପାରାଦୀପ ଆସିଥିଲା ଏହି ଜାହାଜ।

The post ପାରାଦୀପରେ ଚାଇନା ଜାହାଜ, କାରଣ… appeared first on Dharitri Odia News.