ପାରାଦୀପରେ ଲାଗିଥିବା ଏକ ଜାହାଜରେ ୨୦ରୁ ଅଧିକ ପାକିସ୍ତାନୀ!
ପାରାଦୀପ: ପାରାଦୀପରେ ଲାଗିଥିବା ଏକ ଜାହାଜର କର୍ମଚାରୀଙ୍କ ମଧ୍ୟରେ ୨୦ରୁ ଅଧିକ ପାକିସ୍ତାନୀ। ଇମିଗ୍ରେସନ ବିଭାଗ ଏ ନେଇ ମେରାଇନ... The post ପାରାଦୀପରେ ଲାଗିଥିବା ଏକ ଜାହାଜରେ ୨୦ରୁ ଅଧିକ ପାକିସ୍ତାନୀ! appeared first on .
ପାରାଦୀପ: ପାରାଦୀପରେ ଲାଗିଥିବା ଏକ ଜାହାଜର କର୍ମଚାରୀଙ୍କ ମଧ୍ୟରେ ୨୦ରୁ ଅଧିକ ପାକିସ୍ତାନୀ। ଇମିଗ୍ରେସନ ବିଭାଗ ଏ ନେଇ ମେରାଇନ ଥାନା ଓ ସିଆଇଏସଏଫକୁ ସୂଚନା ଦେଇଛି। ଏହା ପରେ କଡ଼ାକଡ଼ି କରାଯାଇଛି ସୁରକ୍ଷା। ଜାହାଜରେ ଅଶୋଧିତ ତେଲ ଆସିଥିବାରୁ ତାହା ଖଲାସ ହେବା ଯାଏ ଓ ଜାହାଜ ପାରାଦୀପ ଛାଡ଼ିବା ଯାଏ କଡ଼ା ନଜର ରଖିବାକୁ ମେରାଇନ ପୋଲିସ , ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଓ କଷ୍ଟମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ଏହି ଜାହାଜଟି ଦକ୍ଷିଣ କୋରିଆରୁ ଅଶୋଧିତ ତେଲ ନେଇ ଆସିଛି। SPM ବର୍ଥରେ ଲାଗିଛି ଜାହାଜ। ୨୫ କର୍ମଚାରୀଙ୍କ ମଧ୍ୟରୁ ୨୧ ଜଣ ହେଉଛନ୍ତି ପାକିସ୍ତାନୀ।
The post ପାରାଦୀପରେ ଲାଗିଥିବା ଏକ ଜାହାଜରେ ୨୦ରୁ ଅଧିକ ପାକିସ୍ତାନୀ! appeared first on .