ପାରିବାରିକ କଳହ: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ସ୍ୱାମୀ
ପାଟଣାଗଡ (କେନ୍ୟୁଜ): ଘରୋଇ କଳହର କରୁଣ ପରିଣତି। ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ରହ୍ମପୁରାରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଅଞ୍ଜନା ବାଗ। ସ୍ବାମୀ କୃଷ୍ଣଚନ୍ଦ୍ର ବାଗ ଓ ସ୍ତ୍ରୀ ଅଞ୍ଜନା ମଧ୍ୟରେ କଳହ ଲାଗି ରହୁଥିଲା । ସୂଚନା ଅନୁସାରେ ଆଜି ସକାଳୁ ଅଞ୍ଜନା ନଦୀକୁ ଗାଧୋଇବାକୁ ଯାଇଥିବାବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ କୃଷ୍ଣଚନ୍ଦ୍ର ଉତକ୍ଷିପ୍ତ ହୋଇ ଅଞ୍ଜନାଙ୍କୁ […] The post ପାରିବାରିକ କଳହ: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ସ୍ୱାମୀ appeared first on KNews Odisha.

ପାଟଣାଗଡ (କେନ୍ୟୁଜ): ଘରୋଇ କଳହର କରୁଣ ପରିଣତି। ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ରହ୍ମପୁରାରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଅଞ୍ଜନା ବାଗ। ସ୍ବାମୀ କୃଷ୍ଣଚନ୍ଦ୍ର ବାଗ ଓ ସ୍ତ୍ରୀ ଅଞ୍ଜନା ମଧ୍ୟରେ କଳହ ଲାଗି ରହୁଥିଲା ।
ସୂଚନା ଅନୁସାରେ ଆଜି ସକାଳୁ ଅଞ୍ଜନା ନଦୀକୁ ଗାଧୋଇବାକୁ ଯାଇଥିବାବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ କୃଷ୍ଣଚନ୍ଦ୍ର ଉତକ୍ଷିପ୍ତ ହୋଇ ଅଞ୍ଜନାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ହତ୍ୟା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ ସ୍ୱାମୀ । ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।
The post ପାରିବାରିକ କଳହ: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ସ୍ୱାମୀ appeared first on KNews Odisha.