ପାରିବାରିକ କଳହରୁ କାନଝରି ଡ୍ୟାମ୍କୁ ଡେଇଁଲେ ମହିଳା, ଉଦ୍ଧାର ହେଲା ମୃତଦେହ

କେନ୍ଦୁଝର ୧୭।୮: ପାରିବାରିକ କଳହକୁ ନେଇ କାନଝରି ଡ୍ୟାମ୍‌କୁ ଡେଇଁଲେ ମହିଳା । ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କେନ୍ଦୁଝର ସଦର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସୂଚନାଯୋଗ୍ୟ ଯେ, ମହିଳା ଜଣକ ଅନ୍ୟ ଜଣେ ସଂପର୍କୀୟ ମହିଳାଙ୍କ ସହିତ ଏହି ରାସ୍ତା ଦେଇ ସକାଳ ୯ଟା ସମୟରେ ଯାଉଥିଲେ । ସେହି ସମୟରେ କାନଝରି ନଦୀବନ୍ଧ ମଧ୍ୟକୁ ଡେଇଁ ପଡ଼ିଥିଲେ । ଖବର ପାଇ ଓଡ୍ରାଫ୍ ଟିମ୍ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ହେଲେ, ଏଯାଏ ମହିଳାଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । ଯଦିଓ କିଛି ସମୟ ପୂର୍ବରୁ ଡ୍ୟାମ୍‌ରୁ ପାଣି ଛଡାଯିବାରୁ ମୃତଦେହଟି ଭାସି ଉଠିଥିଲା ହେଲେ ପୁଣି ପାଣି ଭିତରକୁ ବୁଡି ଯାଇଛି ।ମୃତଦେହ ଖୋଜାଚାଲିଛି ।You Can Read:ମଧ୍ୟାହ୍ନ ଭୋଜନରେ ଖାଇଲେ ଅଣ୍ଡା, ପେଟରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି

ପାରିବାରିକ କଳହରୁ କାନଝରି ଡ୍ୟାମ୍କୁ ଡେଇଁଲେ ମହିଳା, ଉଦ୍ଧାର ହେଲା ମୃତଦେହ

କେନ୍ଦୁଝର ୧୭: ପାରିବାରିକ କଳହକୁ ନେଇ କାନଝରି ଡ୍ୟାମ୍‌କୁ ଡେଇଁଲେ ମହିଳା । ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କେନ୍ଦୁଝର ସଦର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । 

ସୂଚନାଯୋଗ୍ୟ ଯେ, ମହିଳା ଜଣକ ଅନ୍ୟ ଜଣେ ସଂପର୍କୀୟ ମହିଳାଙ୍କ ସହିତ ଏହି ରାସ୍ତା ଦେଇ ସକାଳ ୯ଟା ସମୟରେ ଯାଉଥିଲେ । ସେହି ସମୟରେ କାନଝରି ନଦୀବନ୍ଧ ମଧ୍ୟକୁ ଡେଇଁ ପଡ଼ିଥିଲେ । ଖବର ପାଇ ଓଡ୍ରାଫ୍ ଟିମ୍ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ହେଲେ, ଏଯାଏ ମହିଳାଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । 

ଯଦିଓ କିଛି ସମୟ ପୂର୍ବରୁ ଡ୍ୟାମ୍‌ରୁ ପାଣି ଛଡାଯିବାରୁ ମୃତଦେହଟି ଭାସି ଉଠିଥିଲା ହେଲେ ପୁଣି ପାଣି ଭିତରକୁ ବୁଡି ଯାଇଛି ।ମୃତଦେହ ଖୋଜାଚାଲିଛି ।

You Can Read:

ମଧ୍ୟାହ୍ନ ଭୋଜନରେ ଖାଇଲେ ଅଣ୍ଡା, ପେଟରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି