ପାରିବାରିକ କଳହରୁ ବୀଭତ୍ସ ହତ୍ୟାକାଣ୍ଡ : ସ୍ତ୍ରୀର ଶାବଳ ମାଡ଼ରେ ସ୍ୱାମୀଙ୍କ ମୃତ୍ୟୁ
ସୁନ୍ଦରଗଡ ୨୭।୭: ବୀଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଳହକୁ ନେଇ ଘଟିଛି ହତ୍ୟାକାଣ୍ଡ । ସ୍ତ୍ରୀର ଶାବଳ ମାଡ଼ରେ ସ୍ୱାମୀଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ଶାଗଜୋର ପଞ୍ଚାୟତ କଦଳୀଢ଼ିପା ଗ୍ରାମରେ ।ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ଶାଗଜୋର ପଞ୍ଚାୟତ କଦଳୀଢ଼ିପା ଗ୍ରାମରେ ସ୍ବାମୀକୁ ସ୍ତ୍ରୀ ହତ୍ୟା କରିଛି । ସ୍ତ୍ରୀର ଶାବଳ ମାଡ଼ରେ ସ୍ୱାମୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ୩୨ ବର୍ଷ ବୟସ୍କ ସୁଦୀପ ବାରା । ଶନିବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରବିବାର ସକାଳୁ ହତ୍ୟାକାଣ୍ଡର ଖବର ପାଇ ରାଜଗାଙ୍ଗପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ସ୍ତ୍ରୀକୁ ପୋଲିସ ଗିରଫ କରିଛି । ଏ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।You Can Read:ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ଉପ ମୁଖ୍ୟମନ୍ତ୍ରୀ କହିଲେ- ପୋଲିସ ତା କାମ କରିବ ଆଉ ଆଇନ ତା ବାଟରେ ଯିବ
ସୁନ୍ଦରଗଡ ୨୭।୭: ବୀଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଳହକୁ ନେଇ ଘଟିଛି ହତ୍ୟାକାଣ୍ଡ । ସ୍ତ୍ରୀର ଶାବଳ ମାଡ଼ରେ ସ୍ୱାମୀଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ଶାଗଜୋର ପଞ୍ଚାୟତ କଦଳୀଢ଼ିପା ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ଶାଗଜୋର ପଞ୍ଚାୟତ କଦଳୀଢ଼ିପା ଗ୍ରାମରେ ସ୍ବାମୀକୁ ସ୍ତ୍ରୀ ହତ୍ୟା କରିଛି । ସ୍ତ୍ରୀର ଶାବଳ ମାଡ଼ରେ ସ୍ୱାମୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ୩୨ ବର୍ଷ ବୟସ୍କ ସୁଦୀପ ବାରା । ଶନିବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରବିବାର ସକାଳୁ ହତ୍ୟାକାଣ୍ଡର ଖବର ପାଇ ରାଜଗାଙ୍ଗପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ସ୍ତ୍ରୀକୁ ପୋଲିସ ଗିରଫ କରିଛି । ଏ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
You Can Read:
ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ଉପ ମୁଖ୍ୟମନ୍ତ୍ରୀ କହିଲେ- ପୋଲିସ ତା କାମ କରିବ ଆଉ ଆଇନ ତା ବାଟରେ ଯିବ