ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ବୈଠକ

ଆଜି_ପାର୍ଲାମେଣ୍ଟ_ଷ୍ଟାଣ୍ଡିଂ_କମିଟି_ବୈଠକ ପହଲଗାମ୍ ହମଲାକୁ ନେଇ ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଆଜି ଅପରାହ୍ଣରେ ବସିବ ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ବୈଠକ । ଏହି ବୈଠକରେ ସବୁ ଦଳର ବରିଷ୍ଠ ନେତା ଯୋଗଦେବେ । ପହଲଗାମ୍ ହମଲାକୁ ନେଇ ହେବ ଆଲୋଚନା ଓ ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି।

ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ବୈଠକ
Array