ପିଇବା ପାଣି ପାଇଁ ଯିବାକୁ ପଡ଼ୁଛି ୨ କିଲୋମିଟର ,ନାହିଁ ପାନୀୟ ଜଳ ବ୍ୟବସ୍ଥା Drinking water crisis in Gajapati
ପିଇବା ପାଣି ପାଇଁ ଯିବାକୁ ପଡ଼ୁଛି ୨ କିଲୋମିଟର ,ଗାଁ ରେ ନାହିଁ ପାନୀୟ ଜଳ ବ୍ୟବସ୍ଥା l ପାଣି ପାଇଁ ନାଳ ପାଣି ବରଷା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଡେଙ୍ଗାପୁଚି ଗାଁରେ l ଗାଁରେ 32 ପରିବାରର