ପିଇବା ପାଣି ସମସ୍ୟା ନେଇ ବିଧାନସଭାରେ ଶାସକ, ବିରୋଧୀ ସ୍ୱର ଏକ୍

ଆଜି ଗୃହ ଆରମ୍ଭରୁ ପାନୀୟ ଜଳ ସମସ୍ୟା ସଂପର୍କିତ ଏକ ପ୍ରଶ୍ନକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ବିଧାୟକମାନେ। 

ପିଇବା ପାଣି ସମସ୍ୟା ନେଇ ବିଧାନସଭାରେ ଶାସକ, ବିରୋଧୀ ସ୍ୱର ଏକ୍

ପିଇବା ପାଣି ସମସ୍ୟା ନେଇ ବିଧାନସଭାରେ ଶାସକ, ବିରୋଧୀ ସ୍ୱର ଏକ୍। ନୂଆ ମନ୍ତ୍ରୀଙ୍କୁ ପ୍ରଶ୍ନ କଲେ, ୨୪ ବର୍ଷ କ୍ଷମତାରେ ଥିବା ବିଜେଡି ସରକାରର ଗୁମର ଫିଟାଇଲେ। ଅଣଓଡ଼ିଆ ଠିକାଦାର କଥା କହି ଅସହାୟ ପ୍ରକାଶ କଲେ ମନ୍ତ୍ରୀ। ଆଜି ଗୃହ ଆରମ୍ଭରୁ ପାନୀୟ ଜଳ ସମସ୍ୟା ସଂପର୍କିତ ଏକ ପ୍ରଶ୍ନକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ବିଧାୟକମାନେ।