ପିକଅପ ଧକ୍କାରେ ୨ ଗୋରୁ ମୃତ, ଗୋଟିଏ ଗୁରୁତର

ପାଟଣା : ପାଟଣା-ଢେଙ୍କିକୋଟ ୨୨୦ ନଂ ଜାତୀୟ ରାଜପଥର କାଶିଆ ପୋଲ ନିକଟରେ ଆଜି ପୂର୍ବାହ୍ନରେ ଢେଙ୍କିକୋଟ ଆଡକୁ ଯାଉଥିବା ଏକ କୁକୁଡ଼ା ଦାନା ବୋଝେଇ ପିକଅପ ଧକ୍କାରେ ୨ ଟି ଗୋରୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଗୋଟିଏ ଗୋରୁ ଗୁରୁତର ହୋଇଛି। ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଏପରି ଘଟିଥିବା ଅଭିଯୋଗ ହୋଇଛି। ମୃତ ଗୋରୁ ୨ଟି କାଶିଆ ସାହିର ଚତୁର୍ଭୁଜ ମହାନ୍ତଙ୍କର ବୋଲି ଜଣାପଡିଛି। କ୍ଷତିପୁରଣ ଦାବିରେ ପିକଅପଟିକୁ ସ୍ଥାନୀୟ ଲୋକେ […]

ପିକଅପ ଧକ୍କାରେ ୨ ଗୋରୁ ମୃତ, ଗୋଟିଏ ଗୁରୁତର

ପାଟଣା : ପାଟଣା-ଢେଙ୍କିକୋଟ ୨୨୦ ନଂ ଜାତୀୟ ରାଜପଥର କାଶିଆ ପୋଲ ନିକଟରେ ଆଜି ପୂର୍ବାହ୍ନରେ ଢେଙ୍କିକୋଟ ଆଡକୁ ଯାଉଥିବା ଏକ କୁକୁଡ଼ା ଦାନା ବୋଝେଇ ପିକଅପ ଧକ୍କାରେ ୨ ଟି ଗୋରୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଗୋଟିଏ ଗୋରୁ ଗୁରୁତର ହୋଇଛି। ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଏପରି ଘଟିଥିବା ଅଭିଯୋଗ ହୋଇଛି। ମୃତ ଗୋରୁ ୨ଟି କାଶିଆ ସାହିର ଚତୁର୍ଭୁଜ ମହାନ୍ତଙ୍କର ବୋଲି ଜଣାପଡିଛି। କ୍ଷତିପୁରଣ ଦାବିରେ ପିକଅପଟିକୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ।