ପିକଅପ୍ ଭ୍ୟାନ୍‌କୁ ପଛପଟୁ ପିଟିଲା କଣ୍ଟେନର : ୨ ଶ୍ରମିକଙ୍କ ମୃତ୍ୟୁ, ୬ ଜଣ ଆହତ

ସମ୍ବଲପୁର ୧୦।୧୧: ସମ୍ବଲପୁର ସଦର ଥାନା କୁଦୋପାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ ଭ୍ୟାନ୍‌କୁ ପଛପଟରୁ ପିଟିଲା କଣ୍ଟେନର । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ସମ୍ବଲପୁର କେନଘାଟିରେ ରହି ରେଲବାଇ କର୍ଲଭର୍ଟ କାମ କରୁଥିଲେ ଶ୍ରମିକ । ସିନ୍ଦୁରପଙ୍କକୁ ୯ ଜଣ ଶ୍ରମିକ ବଜାର କରିବା ପାଇଁ ଆସୁଥିଲେ । ବଜାର ସାରି ଫେରିବା ପରେ ଦେବଗଡ ଯାଉଥିବା ଏକ କଣ୍ଟେନର ପଛପଟୁ ପିକଅପକୁ ପିଟିଥିଲା । ଫଳରେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କୁ ବୁର୍ଲା ପଠାଯାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଫେରାର ରହିଛି ।You Can Read:ନିଶାରେ ଚୁର୍ ଡ୍ରାଇଭର ରାଗରେ ଚଢାଇଦେଲେ ଡମ୍ପର, ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ

ପିକଅପ୍ ଭ୍ୟାନ୍‌କୁ ପଛପଟୁ ପିଟିଲା କଣ୍ଟେନର : ୨ ଶ୍ରମିକଙ୍କ ମୃତ୍ୟୁ, ୬ ଜଣ ଆହତ

ସମ୍ବଲପୁର ୧୦।୧୧: ସମ୍ବଲପୁର ସଦର ଥାନା କୁଦୋପାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ ଭ୍ୟାନ୍‌କୁ ପଛପଟରୁ ପିଟିଲା କଣ୍ଟେନର । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । 

ସୂଚନାଯୋଗ୍ୟ ଯେ, ସମ୍ବଲପୁର କେନଘାଟିରେ ରହି ରେଲବାଇ କର୍ଲଭର୍ଟ କାମ କରୁଥିଲେ ଶ୍ରମିକ । ସିନ୍ଦୁରପଙ୍କକୁ ୯ ଜଣ ଶ୍ରମିକ ବଜାର କରିବା ପାଇଁ ଆସୁଥିଲେ । ବଜାର ସାରି ଫେରିବା ପରେ ଦେବଗଡ ଯାଉଥିବା ଏକ କଣ୍ଟେନର ପଛପଟୁ ପିକଅପକୁ ପିଟିଥିଲା । ଫଳରେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କୁ ବୁର୍ଲା ପଠାଯାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଫେରାର ରହିଛି ।

You Can Read:

ନିଶାରେ ଚୁର୍ ଡ୍ରାଇଭର ରାଗରେ ଚଢାଇଦେଲେ ଡମ୍ପର, ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ