ପିକଅପ୍କୁ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ୨ ଜଣକ ଜୀବନ
ବଣାଇ: ଲହୁଣୀପଡ଼ା ଥାନା ଅନ୍ତର୍ଗତ ଆମରୂଢ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପିକଅପ୍କୁ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ପିକଅପ୍ ମାଲିକଙ୍କ ସହିତ ହେଲ୍ପଙ୍କର ମୃତ୍ୟୁ ହୋଇଛି। ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଜୁନିୟାନି ଗ୍ରାମର ସଲିମ ଅନସାରୀ। ଅନ୍ୟ ଜଣକ ପରିଚୟ ମିଳିନଥିବାବେଳେ ଗୁରୁତରମାନେ ମଧ୍ୟ ଜୁନିୟାନି ଅଞ୍ଚଳର ବୋଲି ଜଣାପଡିଛି। ତେବେ ଘଟଣା ସ୍ଥଳରେ ଲହୁଣୀପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। Updating...
ବଣାଇ: ଲହୁଣୀପଡ଼ା ଥାନା ଅନ୍ତର୍ଗତ ଆମରୂଢ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପିକଅପ୍କୁ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ପିକଅପ୍ ମାଲିକଙ୍କ ସହିତ ହେଲ୍ପଙ୍କର ମୃତ୍ୟୁ ହୋଇଛି। ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକ ହେଲେ ଜୁନିୟାନି ଗ୍ରାମର ସଲିମ ଅନସାରୀ। ଅନ୍ୟ ଜଣକ ପରିଚୟ ମିଳିନଥିବାବେଳେ ଗୁରୁତରମାନେ ମଧ୍ୟ ଜୁନିୟାନି ଅଞ୍ଚଳର ବୋଲି ଜଣାପଡିଛି। ତେବେ ଘଟଣା ସ୍ଥଳରେ ଲହୁଣୀପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Updating...