ବିଜେଡି ଛାଡି ବିଜେପିରେ ମିଶିଲେ ଚରମ୍ପା ସରପଞ୍ଚଙ୍କ ସହ ୫ ଶହରୁ ଅଧିକ କର୍ମୀ
ଭଦ୍ରକ ୧୫।୫: ଦଳ ଛାଡିଲେ ସରପଞ୍ଚ । ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ । ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ।ଏହି ମିଶ୍ରଣ ପର୍ବରେ ଭଦ୍ରକ ନିର୍ବାଚନମଣ୍ଡଳୀରୁ ଆସିଥିବା ଚରମ୍ପା ଗ୍ରାମ ପଞ୍ଚାୟତର ସରପଞ୍ଚ ଜଳେନ୍ଦ୍ର ଶୁକ୍ଳଙ୍କ ନେତୃତ୍ୱରେ ୫ଶହରୁ ଉର୍ଦ୍ଧ୍ବ କର୍ମୀ ବିଜେଡି ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ପ୍ରାର୍ଥୀ ସୀତାଂଶୁ ଶେଖର ମହାପାତ୍ର, ମଳୟ ଜେନା, ଅମ୍ବିକା ଦାସ ପ୍ରମୁଖ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କୁ ବହୁ ଭୋଟ୍ରେ ବିଜୟୀ କରିବେ ବୋଲି ଶପଥ ନେଇଥିଲେ । ତେବେ ଅନ୍ୟଦଳ ପରିତ୍ୟାଗ କରି ବିଜେପିରେ ମିଶିଥିବା କର୍ମୀ ମାନେ ବିଜେପିକୁ ସଶକ୍ତ କରିବେ ବୋଲି କହିଛନ୍ତି ।You Can Read :ଯୋଜନା କଂଗ୍ରେସ କଲା, ଅନ୍ୟମାନେ ନାଁ ନେଲେ : ନିରଞ୍ଜନ
ଭଦ୍ରକ ୧୫।୫: ଦଳ ଛାଡିଲେ ସରପଞ୍ଚ । ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ । ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ।

ଏହି ମିଶ୍ରଣ ପର୍ବରେ ଭଦ୍ରକ ନିର୍ବାଚନମଣ୍ଡଳୀରୁ ଆସିଥିବା ଚରମ୍ପା ଗ୍ରାମ ପଞ୍ଚାୟତର ସରପଞ୍ଚ ଜଳେନ୍ଦ୍ର ଶୁକ୍ଳଙ୍କ ନେତୃତ୍ୱରେ ୫ଶହରୁ ଉର୍ଦ୍ଧ୍ବ କର୍ମୀ ବିଜେଡି ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ପ୍ରାର୍ଥୀ ସୀତାଂଶୁ ଶେଖର ମହାପାତ୍ର, ମଳୟ ଜେନା, ଅମ୍ବିକା ଦାସ ପ୍ରମୁଖ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କୁ ବହୁ ଭୋଟ୍ରେ ବିଜୟୀ କରିବେ ବୋଲି ଶପଥ ନେଇଥିଲେ । ତେବେ ଅନ୍ୟଦଳ ପରିତ୍ୟାଗ କରି ବିଜେପିରେ ମିଶିଥିବା କର୍ମୀ ମାନେ ବିଜେପିକୁ ସଶକ୍ତ କରିବେ ବୋଲି କହିଛନ୍ତି ।
You Can Read :
ଯୋଜନା କଂଗ୍ରେସ କଲା, ଅନ୍ୟମାନେ ନାଁ ନେଲେ : ନିରଞ୍ଜନ