ପିକ୍‌ଅପ୍‌ ସହ କାର୍‌ ଧକ୍କା, ୧୧ ଗୁରୁତର

ସୋର: ବ୍ୟାଣ୍ଡ୍‌ ପାର୍ଟି ପିକଅପ୍‌ ଗାଡି ସହ ଧକ୍କା ହେଲା କାର। ଦୁର୍ଘଟଣାରେ ୧୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି lବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ବଜାର ସିଙ୍ଗିଡ଼ି ଗ୍ରାମର ଗଜେନ୍ଦ୍ର ନାୟକ ନିଜ କାରରେ ବାଲେଶ୍ୱରରୁ ଘରକୁ ଫେରୁଥିଲେ। ଡୁଙ୍ଗୁରା ବଜାର ନିକଟରେ ଏକ ପିକଅପ୍‌ ଗାଡିରେ ବ୍ୟାଣ୍ଡ୍‌ ପାର୍ଟିର ପିକ୍‌ଅପ୍‌ ସହ ମୁଁହାମୁଁହି ଧକ୍କା ହୋଇଥିଲା। ଉଭୟ ଗାଡିରେ ଥିବା ୧୧ ଜଣ ଗୁରୁତର ଅବସ୍ଥାରେ ପ୍ରଥମେ ଡୁଙ୍ଗୁରା ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି l

ପିକ୍‌ଅପ୍‌ ସହ କାର୍‌ ଧକ୍କା, ୧୧ ଗୁରୁତର

ସୋର: ବ୍ୟାଣ୍ଡ୍‌ ପାର୍ଟି ପିକଅପ୍‌ ଗାଡି ସହ ଧକ୍କା ହେଲା କାର। ଦୁର୍ଘଟଣାରେ ୧୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି l

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ବଜାର ସିଙ୍ଗିଡ଼ି ଗ୍ରାମର ଗଜେନ୍ଦ୍ର ନାୟକ ନିଜ କାରରେ ବାଲେଶ୍ୱରରୁ ଘରକୁ ଫେରୁଥିଲେ। ଡୁଙ୍ଗୁରା ବଜାର ନିକଟରେ ଏକ ପିକଅପ୍‌ ଗାଡିରେ ବ୍ୟାଣ୍ଡ୍‌ ପାର୍ଟିର ପିକ୍‌ଅପ୍‌ ସହ ମୁଁହାମୁଁହି ଧକ୍କା ହୋଇଥିଲା। ଉଭୟ ଗାଡିରେ ଥିବା ୧୧ ଜଣ ଗୁରୁତର ଅବସ୍ଥାରେ ପ୍ରଥମେ ଡୁଙ୍ଗୁରା ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି l