ପିକ୍ଅପ୍ରୁ ଜବତ ହେଲା ପୁଳାପୁଳା ଟଙ୍କା
ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍ଅପ୍ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ ୧ଲକ୍ଷ ୫୦୦ ଟଙ୍କା ଜବତ ହୋଇଛି। ପିକ୍ଅପରେ ଥିବା ପଦ୍ମପୁର ନିବାସୀ ଶେଖ ରଫିକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ତେବେ ନିର୍ବାଚନ ସହିତ ଜବତ ଟଙ୍କାର ସମ୍ପର୍କ ରହିଛି କି ନାହଁ, ସେ ନେଇ ପୋଲିସ ଅଧିକ ତଦନ୍ତ କରୁଛି। The post ପିକ୍ଅପ୍ରୁ ଜବତ ହେଲା ପୁଳାପୁଳା ଟଙ୍କା appeared first on Dharitri Odia News.
ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍ଅପ୍ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ ୧ଲକ୍ଷ ୫୦୦ ଟଙ୍କା ଜବତ ହୋଇଛି। ପିକ୍ଅପରେ ଥିବା ପଦ୍ମପୁର ନିବାସୀ ଶେଖ ରଫିକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ତେବେ ନିର୍ବାଚନ ସହିତ ଜବତ ଟଙ୍କାର ସମ୍ପର୍କ ରହିଛି କି ନାହଁ, ସେ ନେଇ ପୋଲିସ ଅଧିକ ତଦନ୍ତ କରୁଛି।
The post ପିକ୍ଅପ୍ରୁ ଜବତ ହେଲା ପୁଳାପୁଳା ଟଙ୍କା appeared first on Dharitri Odia News.