ପିପିଲି ପରେ ଏବେ ନିମାପଡ଼ା-ଡେଲାଙ୍ଗରେ ମଲେଣି ହଜାର ହଜାର କୁକୁଡ଼ା
କଣାସ ୨୯।୦୮ : ପିପିଲିରେ ଅଣାୟତ୍ତ ବାର୍ଡ ଫ୍ଲୁ । ପିପିଲି ପରେ ଏବେ ନିମାପଡ଼ା-ଡେଲାଙ୍ଗରେ ବ୍ଲାଡ୍ ଫ୍ଲୁ ସନ୍ଦେହରେ ମଲେଣି ହଜାର ହଜାର କୁକୁଡ଼ା । ସେଥିପାଇଁ ନିମାପଡ଼ା ଓ ଡେଲାଙ୍ଗରୁ କୁକୁଡ଼ାଙ୍କ ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି । ପିପିଲି ପରେ ଏବେ ନିମାପଡା ଡେଲାଙ୍ଗ ବ୍ଲାଡ ଫ୍ଲୁ ସନ୍ଦେହ ମଲେଣି ହଜାର ହଜାର କୁକୁଡ଼ା ନିମାପଡା ଓ ଡେଲାଙ୍ଗରୁ କୁକୁଡ଼ାଙ୍କ ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି । ପିପିଲି ଅଞ୍ଚଳରେ ଜ୍ୱର କାଶ ଓ ଥଣ୍ଡା ହୋଇଥିବା ଲୋକଙ୍କୁ ସଚେତନତା କରାଇବାକୁ ପ୍ରଶାସନର ପ୍ରଚେଷ୍ଟା ଜାରି ରହିଛି। ସତ୍ୟବାଦୀରେ ୧୪୭୮୭ ଓ ପିପିଲିରେ ୧୪୧୨୪ଟି କୁକୁଡ଼ା ସଂକ୍ରମିତ ଅଞ୍ଚଳରୁ ମାରିଲେଣି RRT । ସେପଟେ କୁକୁଡ଼ା ଫାର୍ମ ନିକଟକୁ ଯାଉନାହାନ୍ତି ରାପିଡ଼ ରେସ୍ପନ୍ସ ଟିମ । ଏପିରିକି ନିଜେ ନିଜେ ମଲା କୁକୁଡ଼ାକୁ ମଧ୍ୟ ପୋତୁଛନ୍ତି ଚାଷୀ । ବର୍ତ୍ତମାନ ଯାଏଁ ପିପିଲି-ଡେଲାଙ୍ଗରେ ମରିଲେଣି ହଜାର ହଜାର କୁକୁଡ଼ା। କିଛି ମଲା କୁକୁଡ଼ାକୁ ନାଳ ନର୍ଦ୍ଦମା, କେନାଲରେ ଫୋପାଡ଼ି ଦେଉଛନ୍ତି ଚାଷୀ ।
କଣାସ ୨୯।୦୮ : ପିପିଲିରେ ଅଣାୟତ୍ତ ବାର୍ଡ ଫ୍ଲୁ । ପିପିଲି ପରେ ଏବେ ନିମାପଡ଼ା-ଡେଲାଙ୍ଗରେ ବ୍ଲାଡ୍ ଫ୍ଲୁ ସନ୍ଦେହରେ ମଲେଣି ହଜାର ହଜାର କୁକୁଡ଼ା । ସେଥିପାଇଁ ନିମାପଡ଼ା ଓ ଡେଲାଙ୍ଗରୁ କୁକୁଡ଼ାଙ୍କ ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି ।
ପିପିଲି ପରେ ଏବେ ନିମାପଡା ଡେଲାଙ୍ଗ ବ୍ଲାଡ ଫ୍ଲୁ ସନ୍ଦେହ ମଲେଣି ହଜାର ହଜାର କୁକୁଡ଼ା ନିମାପଡା ଓ ଡେଲାଙ୍ଗରୁ କୁକୁଡ଼ାଙ୍କ ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି । ପିପିଲି ଅଞ୍ଚଳରେ ଜ୍ୱର କାଶ ଓ ଥଣ୍ଡା ହୋଇଥିବା ଲୋକଙ୍କୁ ସଚେତନତା କରାଇବାକୁ ପ୍ରଶାସନର ପ୍ରଚେଷ୍ଟା ଜାରି ରହିଛି। ସତ୍ୟବାଦୀରେ ୧୪୭୮୭ ଓ ପିପିଲିରେ ୧୪୧୨୪ଟି କୁକୁଡ଼ା ସଂକ୍ରମିତ ଅଞ୍ଚଳରୁ ମାରିଲେଣି RRT ।
ସେପଟେ କୁକୁଡ଼ା ଫାର୍ମ ନିକଟକୁ ଯାଉନାହାନ୍ତି ରାପିଡ଼ ରେସ୍ପନ୍ସ ଟିମ । ଏପିରିକି ନିଜେ ନିଜେ ମଲା କୁକୁଡ଼ାକୁ ମଧ୍ୟ ପୋତୁଛନ୍ତି ଚାଷୀ । ବର୍ତ୍ତମାନ ଯାଏଁ ପିପିଲି-ଡେଲାଙ୍ଗରେ ମରିଲେଣି ହଜାର ହଜାର କୁକୁଡ଼ା। କିଛି ମଲା କୁକୁଡ଼ାକୁ ନାଳ ନର୍ଦ୍ଦମା, କେନାଲରେ ଫୋପାଡ଼ି ଦେଉଛନ୍ତି ଚାଷୀ ।