ପିପିଲି ରୁ ଜବତ ହେଲା ୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ
ପିପିଲି : ପିପିଲି ରୁ ରାଉଲକେଲା ଲମ୍ବିଛି ଧଳା ଜହରର କାରବାର ! ପିପିଲି ରୁ ଜବତ ହେଲା ୪୦ ଲକ୍ଷ ଟଙ୍କା ର ବ୍ରାଉନ ସୁଗାର । ୩ ଅଟକ ସମେତ ଏକ କାର ଜବତ । ବାଲେଶ୍ୱରରୁ ଏହି ବ୍ରାଉନ ସୁଗାର ଆସୁଥିବା ବେଳେ ଅଟକ ଥିବା ୨ ଯୁବକ ରାଉଲକେଲା ଅଂଚଳ ର ବୋଲି ସୂଚନା । ଗୁଇନ୍ଦା ସୂଚନା ଅନୁସାରେ ପୁରୀ ଅବକାରୀ ବିଭାଗ ମୋବାଇଲ ସକ୍ଵାଡ଼ ଧରିଛି ୩ ସହ […] The post ପିପିଲି ରୁ ଜବତ ହେଲା ୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ appeared first on KNews Odisha.

ପିପିଲି : ପିପିଲି ରୁ ରାଉଲକେଲା ଲମ୍ବିଛି ଧଳା ଜହରର କାରବାର ! ପିପିଲି ରୁ ଜବତ ହେଲା ୪୦ ଲକ୍ଷ ଟଙ୍କା ର ବ୍ରାଉନ ସୁଗାର । ୩ ଅଟକ ସମେତ ଏକ କାର ଜବତ । ବାଲେଶ୍ୱରରୁ ଏହି ବ୍ରାଉନ ସୁଗାର ଆସୁଥିବା ବେଳେ ଅଟକ ଥିବା ୨ ଯୁବକ ରାଉଲକେଲା ଅଂଚଳ ର ବୋଲି ସୂଚନା ।
ଗୁଇନ୍ଦା ସୂଚନା ଅନୁସାରେ ପୁରୀ ଅବକାରୀ ବିଭାଗ ମୋବାଇଲ ସକ୍ଵାଡ଼ ଧରିଛି ୩ ସହ ୭୮ ଗ୍ରାମ ବ୍ରାଉନ ସୁଗାର । ଗୁଇନ୍ଦା ସୂତ୍ରରୁ ଖବରପାଇ ପୁରୀ ଅବକାରୀ ବିଭାଗ ପିପିଲି ବାଇପାସ୍ ନିକଟରେ ବିଳମ୍ବିତ ରାତିରେ ଏକ କାରକୁ ଅଟକାଇ ଚଢ଼ାଉ କରିଥିଲା ।
ଚଢ଼ାଉ ବେଳେ କାର୍ ଭିତରୁ ୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା । ଅଭିଯୁକ୍ତ ଇମାମ୍ ଅହମ୍ମଦ ରାଜା ଏବଂ ମହମ୍ମଦ ଆବୁ ତଲହାଙ୍କୁ ପୁରୀ ଅବକାରୀ ଟିମ୍ ଧରିଥିଲା ।
The post ପିପିଲି ରୁ ଜବତ ହେଲା ୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ appeared first on KNews Odisha.