ପିଲା ଚୋରି ଅଭିଯୋଗ, ଅଭିଯୁକ୍ତକୁ କାବୁ କରି ଥାନାରେ ଜିମା ଦେଲେ ଗାଁ ଲୋକ

ନରସିଂହପୁର : କଟକ ଜିଲ୍ଲା କାନପୁର ଥାନା ଅଧୀନ ଜଳକେଳି ଗ୍ରାମରେ ପିଲା ଚୋରି ଅଭିଯୋଗ । ଜଣକୁ କାବୁ କରି ଥାନାରେ ଜିମା ଦେଲେ ଗାଁ ଲୋକ । ଅଭିଯୁକ୍ତ କଳାହାଣ୍ଡି ଜୁନାଗଡ଼ର । ସେହି ଗ୍ରାମର ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଖେଳୁ ଥିବା ସମୟରେ ଅଭିଯୁକ୍ତ ଜଣକ ଚକୋଲେଟ ଖାଇବାକୁ ଦେଇଥିଲା । ପରେ ସାଥିରେ ନେଲାବେଳେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଲୋକଙ୍କୁ ଦେଖି ଅଭିଯୁକ୍ତ ଜଣକ ଖସି ପଲାଇବାକୁ […] The post ପିଲା ଚୋରି ଅଭିଯୋଗ, ଅଭିଯୁକ୍ତକୁ କାବୁ କରି ଥାନାରେ ଜିମା ଦେଲେ ଗାଁ ଲୋକ appeared first on KNews Odisha.

ପିଲା ଚୋରି ଅଭିଯୋଗ, ଅଭିଯୁକ୍ତକୁ କାବୁ କରି ଥାନାରେ ଜିମା ଦେଲେ ଗାଁ ଲୋକ
theft

ନରସିଂହପୁର : କଟକ ଜିଲ୍ଲା କାନପୁର ଥାନା ଅଧୀନ ଜଳକେଳି ଗ୍ରାମରେ ପିଲା ଚୋରି ଅଭିଯୋଗ । ଜଣକୁ କାବୁ କରି ଥାନାରେ ଜିମା ଦେଲେ ଗାଁ ଲୋକ । ଅଭିଯୁକ୍ତ କଳାହାଣ୍ଡି ଜୁନାଗଡ଼ର । ସେହି ଗ୍ରାମର ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଖେଳୁ ଥିବା ସମୟରେ ଅଭିଯୁକ୍ତ ଜଣକ ଚକୋଲେଟ ଖାଇବାକୁ ଦେଇଥିଲା । ପରେ ସାଥିରେ ନେଲାବେଳେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଲୋକଙ୍କୁ ଦେଖି ଅଭିଯୁକ୍ତ ଜଣକ ଖସି ପଲାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ଗାଁଲୋକ ଅଭିଯୁକ୍ତକୁ କାବୁ କରି ପୋଲିସର ଜିମା ଦେଇଥିଲେ ।

The post ପିଲା ଚୋରି ଅଭିଯୋଗ, ଅଭିଯୁକ୍ତକୁ କାବୁ କରି ଥାନାରେ ଜିମା ଦେଲେ ଗାଁ ଲୋକ appeared first on KNews Odisha.