ଭୁବନେଶ୍ବର କିମସ ପକ୍ଷରୁ ହେବ ମେଗା ସ୍ବାସ୍ଥ୍ୟ ଶିବିର, ଯୋଗ ଦେବେ ବରିଷ୍ଠ ଡାକ୍ତରୀ ଟିମ୍
ଭୁବନେଶ୍ବର : ଆସନ୍ତା ୯ ତାରିଖ ରବିବାର ଦିନ ବରଗଡ଼ ସଦର ବ୍ଲକ ଅନ୍ତର୍ଗତ କଟାପାଲି ହାଇସ୍କୁଲରେ ଭୁବନେଶ୍ବର କିମସ ପକ୍ଷରୁ ହେବ ମେଗା ସ୍ବାସ୍ଥ୍ୟ ଶିବିର । କିମସ, କିସ୍ , କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ବାବଧାନରେ ଆୟୋଜନ ହେବ ମେଗା ସ୍ବାସ୍ଥ୍ୟ ଶିବିର । ପ୍ରାୟ ୧୯ଟି ବିଭାଗର ବରିଷ୍ଠ ଡାକ୍ତରୀ ଟିମ୍ ଯୋଗ ଦେବେ । ୧୦୦ରୁ ଅଧିକ ପାରା ମେଡିକାଲ କର୍ମଚାରୀ ସାମିଲ ହେବେ । କ୍ୟାନସର , […] The post ଭୁବନେଶ୍ବର କିମସ ପକ୍ଷରୁ ହେବ ମେଗା ସ୍ବାସ୍ଥ୍ୟ ଶିବିର, ଯୋଗ ଦେବେ ବରିଷ୍ଠ ଡାକ୍ତରୀ ଟିମ୍ appeared first on KNews Odisha.

ଭୁବନେଶ୍ବର : ଆସନ୍ତା ୯ ତାରିଖ ରବିବାର ଦିନ ବରଗଡ଼ ସଦର ବ୍ଲକ ଅନ୍ତର୍ଗତ କଟାପାଲି ହାଇସ୍କୁଲରେ ଭୁବନେଶ୍ବର କିମସ ପକ୍ଷରୁ ହେବ ମେଗା ସ୍ବାସ୍ଥ୍ୟ ଶିବିର । କିମସ, କିସ୍ , କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ବାବଧାନରେ ଆୟୋଜନ ହେବ ମେଗା ସ୍ବାସ୍ଥ୍ୟ ଶିବିର । ପ୍ରାୟ ୧୯ଟି ବିଭାଗର ବରିଷ୍ଠ ଡାକ୍ତରୀ ଟିମ୍ ଯୋଗ ଦେବେ । ୧୦୦ରୁ ଅଧିକ ପାରା ମେଡିକାଲ କର୍ମଚାରୀ ସାମିଲ ହେବେ ।
କ୍ୟାନସର , ନେଫ୍ରୋଲୋଜି , ହେମାଟୋଲୋଜି ଆଦି ୧୯ ଟି ବିଭାଗର ବରିଷ୍ଠ ଡ଼ାକ୍ତର ଉପସ୍ଥିତ ରହିବେ । ଏନେଇ ବରଗଡ଼ ସହର ସ୍ଥିତ ଅଗ୍ରଗାମୀ ଯୁବକ ସଂଘରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କିମସ ପକ୍ଷରୁ ସୂଚନା ଦିଆଯାଇଛି ।
Also read: କନ୍ଧମାଳ ଜିଲ୍ଲାରେ ଦୁଇଟି କିମସ ଗ୍ରାମାଞ୍ଚଳ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ଡକ୍ଟର ଅଚ୍ୟୁତ ସାମନ୍ତ
The post ଭୁବନେଶ୍ବର କିମସ ପକ୍ଷରୁ ହେବ ମେଗା ସ୍ବାସ୍ଥ୍ୟ ଶିବିର, ଯୋଗ ଦେବେ ବରିଷ୍ଠ ଡାକ୍ତରୀ ଟିମ୍ appeared first on KNews Odisha.