ପିଲାଙ୍କ ପାଇଁ ପୁଣି ପରିବର୍ତ୍ତନ, ବଦଳିଗଲା ଛାତ୍ରଛାତ୍ରୀଙ୍କ ଆଇକାର୍ଡ ରଙ୍ଗ

ଶ୍ରେଣୀ, ଜନ୍ମ ତାରିଖ, ରୋଲ ନମ୍ବର, ଫୋନ୍ ନମ୍ବର ଓ ବ୍ଲଡ୍ ଗ୍ରୁପ୍ ଉଲ୍ଲେଖ ରହିବ। କ୍ୟାମ୍ପସ ଭିତରକୁ ଆସିଲେ ଏହା ପିନ୍ଧିବା ବଧ୍ୟତାମୂଳକ କରାଯିବ। ହାଉସ ୟୁନିଫର୍ମ ରଙ୍ଗ ପୂର୍ବ ବର୍ଷ ଭଳି ସମାନ ରହିଛି। ଟ୍ରାକ୍ ପ୍ୟାଣ୍ଟ୍ ନୀଳ ରଙ୍ଗ ଓ ଟି-ସାର୍ଟ ହଳଦୀ, ସବୁଜ, ନାଲି ଓ ନୀଳ ରଙ୍ଗର ରହିଛି।

ପିଲାଙ୍କ ପାଇଁ ପୁଣି ପରିବର୍ତ୍ତନ, ବଦଳିଗଲା ଛାତ୍ରଛାତ୍ରୀଙ୍କ ଆଇକାର୍ଡ ରଙ୍ଗ
Array