ପିଲାଙ୍କୁ ଦେଇଥିଲେ ଗାଡ଼ି, ସାଙ୍ଗ ସହିତ ବୁଲିବାକୁ ଯାଇ ଆଉ ଫେରିଲେନି! Minor dies in road Accident, Rayagada.

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକସଦର ପଞ୍ଚାୟତର ପାଟବନ୍ଦ ଗ୍ରାମର କାଡ୍ରାକା ଲାଛା ର ଗୋଟିଏ ବୋଲି ପୁଅ ସୁମନ କାଡ୍ରାକା ସେ ସପ୍ତମ ଶ୍ରେଣୀର ଛାତ୍ର ବସ ଚକା ତଳେ ପଶିଗଲା ଚାଲି ଗଲା ଜୀବନ। Minor dies in road Accident, Rayagada.