ପୀୟୂଷ ସିଂହବାହିନୀ ରେ କାମ କରିବେ ! sanjib padhion on Opera surya Mandir Piyush tripathy notice to join.

ପୀୟୂଷ ପୁଣି ଆଗାମୀ ଦିନରେ ଫେରିବେ ଯାତ୍ରା ସିଂହବାହିନୀ କୁ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଲେ ଯାତ୍ରା ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀ । କାହ୍ନା ଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ସିଂହ ବାହିନୀ ମାଲିକ୍