ପୁଅ ଧରି ନଦୀକୁ ଡେଇଁଲେ ମା’,ପୁଅ ମୃତ ,ମା ନିଖୋଜ

ସାଲେପୁର : କଟକ ଜିଲା ସାଲେପୁରରେ ଅଭାବନୀୟ ଘଟଣା। ଛୋଟ ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁପଡିଲେ ମା’। ନେମାଳ ବ୍ରିଜ ଉପରୁ ନଦୀକୁ ଡେଇଁଲେ ମା’ପୁଅ । ୫ ବର୍ଷ ପୁଅର ମୃତଦେହ ଉଦ୍ଧାର ହୋଇଥିବା ବେଳେ ନିଖୋଜ ମାକୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ମା ପୁଅ ନେମାଳ ଅଞ୍ଚଳର ହୋଇଥିବା ବେଳେ କେଉଁ କାରଣ ପାଇଁ ସେମାନେ ନଦୀକୁ ଡେଇଁଲେ ତାହା ଜଣାପଡିନାହିଁ। ପୁଲିସ ଘଟଣା ସ୍ଥଳରେ […]

ପୁଅ ଧରି ନଦୀକୁ ଡେଇଁଲେ ମା’,ପୁଅ ମୃତ ,ମା ନିଖୋଜ
ପୁଅ ଧରି ନଦୀକୁ ଡେଇଁଲେ ମା',ପୁଅ ମୃତ ,ମା ନିଖୋଜ

ସାଲେପୁର : କଟକ ଜିଲା ସାଲେପୁରରେ ଅଭାବନୀୟ ଘଟଣା। ଛୋଟ ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁପଡିଲେ ମା’। ନେମାଳ ବ୍ରିଜ ଉପରୁ ନଦୀକୁ ଡେଇଁଲେ ମା’ପୁଅ । ୫ ବର୍ଷ ପୁଅର ମୃତଦେହ ଉଦ୍ଧାର ହୋଇଥିବା ବେଳେ ନିଖୋଜ ମାକୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ମା ପୁଅ ନେମାଳ ଅଞ୍ଚଳର ହୋଇଥିବା ବେଳେ କେଉଁ କାରଣ ପାଇଁ ସେମାନେ ନଦୀକୁ ଡେଇଁଲେ ତାହା ଜଣାପଡିନାହିଁ। ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି।