ପୁଅ ପାଇଁ ତ୍ୟାଗ:ନିର୍ବାଚନ ଲଢିବେନି ନରସିଂହ ମିଶ୍ର
ସମ୍ବଲପୁର:ପୁଅକୁ ବାଟ ଛାଡି ନିର୍ବାଚନ ଲଢ଼େଇରୁ ବିରାମ ନେବେ ନରସିଂହ ମିଶ୍ର।ଏଭଳି ନିଷ୍ପତ୍ତି ନେଇ ପୁଅ ପାଇଁ ନିଜର ତ୍ୟାଗକୁ ସମର୍ପିତ କରି ପୁଅର ବିଜୟ ପାଇଁ ଧ୍ୟାନ ଦେବେ।ଏଥିପାଇଁ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କଲେଣି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର।ସାନପୁଅକୁ ବିଧାନସଭା ନିର୍ବାଚନ ଲଢ଼ାଇବାକୁ ଇଚ୍ଛାପ୍ରକାଶ କରି ଏଭଳି ନିଷ୍ପତ୍ତି ନେଇଛନ୍ତି ନରସିଂହ। The post ପୁଅ ପାଇଁ ତ୍ୟାଗ:ନିର୍ବାଚନ ଲଢିବେନି ନରସିଂହ ମିଶ୍ର appeared first on Odisha.News.
ସମ୍ବଲପୁର:ପୁଅକୁ ବାଟ ଛାଡି ନିର୍ବାଚନ ଲଢ଼େଇରୁ ବିରାମ ନେବେ ନରସିଂହ ମିଶ୍ର।ଏଭଳି ନିଷ୍ପତ୍ତି ନେଇ ପୁଅ ପାଇଁ ନିଜର ତ୍ୟାଗକୁ ସମର୍ପିତ କରି ପୁଅର ବିଜୟ ପାଇଁ ଧ୍ୟାନ ଦେବେ।ଏଥିପାଇଁ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କଲେଣି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର।ସାନପୁଅକୁ ବିଧାନସଭା ନିର୍ବାଚନ ଲଢ଼ାଇବାକୁ ଇଚ୍ଛାପ୍ରକାଶ କରି ଏଭଳି ନିଷ୍ପତ୍ତି ନେଇଛନ୍ତି ନରସିଂହ।
The post ପୁଅ ପାଇଁ ତ୍ୟାଗ:ନିର୍ବାଚନ ଲଢିବେନି ନରସିଂହ ମିଶ୍ର appeared first on Odisha.News.