ପୁଅକୁ ଧରି ନଈକୁ ଡେଇଁଲେ ମା’: ପୁଅ ମୃତ, ମହିଳାଙ୍କ ପତ୍ତା ମିଳୁନି
ନିଶ୍ଚିନ୍ତକୋଇଲି,୧୪ା୮(ଅଶୋକ କୁମାର ମହାପାତ୍ର): କଟକ ଜିଲା ନେମାଳ ଥାନା ଅଧୀନ ଚିତ୍ରୋତ୍ପଳା ବ୍ରିଜ୍ ଉପରୁ ପୁଅକୁ ଧରି ନଈକୁ ଡେଇଁପଡ଼ିଲେ ମା’। ତେବେ ନାବାଳକଙ୍କ ପୁଅଙ୍କ ଜୀବନ ଚାଲି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମା’ଙ୍କ ପତ୍ତା ମିଳିନାହିଁ। କଟକ ଜିଲା ନେମାଳ ଅଞ୍ଚଳର ସୁହାନ ପରବିନ୍ ନାମକ ଜଣେ ମହିଳା ନାବାଳକ ପୁଅଙ୍କୁ ଧରି ଚିତ୍ରୋତ୍ପଳା ନଈକୁ ଡେଇଁ ପଡ଼ିଥିଲେ। ପ୍ରଥମେ ପୁଅକୁ ନଦୀକୁ ଫିଙ୍ଗିବା ପରେ ସେ ନିଜେ ନଦୀକୁ ଡେଇଁ ପଡ଼ିଥିବା ନାବାଳିକା […] The post ପୁଅକୁ ଧରି ନଈକୁ ଡେଇଁଲେ ମା’: ପୁଅ ମୃତ, ମହିଳାଙ୍କ ପତ୍ତା ମିଳୁନି appeared first on Dharitri Odia News.
ନିଶ୍ଚିନ୍ତକୋଇଲି,୧୪ା୮(ଅଶୋକ କୁମାର ମହାପାତ୍ର): କଟକ ଜିଲା ନେମାଳ ଥାନା ଅଧୀନ ଚିତ୍ରୋତ୍ପଳା ବ୍ରିଜ୍ ଉପରୁ ପୁଅକୁ ଧରି ନଈକୁ ଡେଇଁପଡ଼ିଲେ ମା’। ତେବେ ନାବାଳକଙ୍କ ପୁଅଙ୍କ ଜୀବନ ଚାଲି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମା’ଙ୍କ ପତ୍ତା ମିଳିନାହିଁ।
କଟକ ଜିଲା ନେମାଳ ଅଞ୍ଚଳର ସୁହାନ ପରବିନ୍ ନାମକ ଜଣେ ମହିଳା ନାବାଳକ ପୁଅଙ୍କୁ ଧରି ଚିତ୍ରୋତ୍ପଳା ନଈକୁ ଡେଇଁ ପଡ଼ିଥିଲେ। ପ୍ରଥମେ ପୁଅକୁ ନଦୀକୁ ଫିଙ୍ଗିବା ପରେ ସେ ନିଜେ ନଦୀକୁ ଡେଇଁ ପଡ଼ିଥିବା ନାବାଳିକା ଝିଅ କହିଛନ୍ତି। ମୃତ ନାବାଳକଙ୍କ ନାଁ ସେକ ତାୟର ଉଦ୍ଦିନ(୧୦)। ତେବେ ଗ୍ରୁପ୍ ଲୋନ କରିବା ହେତୁ ସେ ଚିନ୍ତିତ ଥିଲେ। ସେଥିପାଇଁ ଡେଇଁ ପଡ଼ିଥିବା ନାବାଳିକା ଝିଅ ଓ ସମ୍ପର୍କୀୟ କହିଛନ୍ତି।
The post ପୁଅକୁ ଧରି ନଈକୁ ଡେଇଁଲେ ମା’: ପୁଅ ମୃତ, ମହିଳାଙ୍କ ପତ୍ତା ମିଳୁନି appeared first on Dharitri Odia News.