ପୁଅର କଳା କାରନାମା ସହି ପାରିଲେନି ମା’ ବାପା: ନେଲେ ଏଭଳି ଚରମ ପଦକ୍ଷେପ

ଗଞ୍ଜାମ,୩୦।୭: ଗଞ୍ଜାମ ଜିଲା ସଦର ଥାନା ଗୌତମୀରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର କଳା କାରନାମା ପାଇଁ ମା’ ବାପା ବଷ ପିଇ ଦେଇଚନ୍ତି। ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି। ବାପାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଚାକିରି ଦେବା ନାଁରେ ପୁଅ ଲୋକଙ୍କ ଠାରୁ ଟଙ୍କା ଠକିଥିବା ଅଭିଯୋଗ ଜାଣିବାକୁ ପାଇଥିଲେ । ଲୋକେ ଘରକୁ ଆସି ଟଙ୍କା ମାଗିବାରୁ ଅସହ୍ୟ ହୋଇ ବିଷ ପିଇ ଦେଇଥିବା […] The post ପୁଅର କଳା କାରନାମା ସହି ପାରିଲେନି ମା’ ବାପା: ନେଲେ ଏଭଳି ଚରମ ପଦକ୍ଷେପ appeared first on Dharitri Odia News.

ପୁଅର କଳା କାରନାମା ସହି ପାରିଲେନି ମା’ ବାପା: ନେଲେ ଏଭଳି ଚରମ ପଦକ୍ଷେପ

ଗଞ୍ଜାମ,୩୦।୭: ଗଞ୍ଜାମ ଜିଲା ସଦର ଥାନା ଗୌତମୀରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର କଳା କାରନାମା ପାଇଁ ମା’ ବାପା ବଷ ପିଇ ଦେଇଚନ୍ତି। ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି। ବାପାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଚାକିରି ଦେବା ନାଁରେ ପୁଅ ଲୋକଙ୍କ ଠାରୁ ଟଙ୍କା ଠକିଥିବା ଅଭିଯୋଗ ଜାଣିବାକୁ ପାଇଥିଲେ । ଲୋକେ ଘରକୁ ଆସି ଟଙ୍କା ମାଗିବାରୁ ଅସହ୍ୟ ହୋଇ ବିଷ ପିଇ ଦେଇଥିବା ଜଣାପଣିଛି।

The post ପୁଅର କଳା କାରନାମା ସହି ପାରିଲେନି ମା’ ବାପା: ନେଲେ ଏଭଳି ଚରମ ପଦକ୍ଷେପ appeared first on Dharitri Odia News.