ପୁଅର ଗୁଳିମାଡରେ ମାଆ ଗୁରୁତର
ନୟାଗଡ଼: ପୁଅର ଗୁଳିମାଡରେ ମାଆ ଗୁରୁତର। ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା କଳସାଖମଣ ଗାଁରେ । ମାଆ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମାଆ ହେଲେ ଦୁଇତା ପ୍ରଧାନ। ଅଭିଯୁକ୍ତ ପୁଅ ସୁଶାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ କରୁଛି। ପୋଲିସ ସୂଚନା ଅନୁସାରେ ସୁଶାନ୍ତ ନିଶାଗ୍ରସ୍ତ ଅବସ୍ଥାରେ ମାଆକୁ ଗୁଳି କରିଛି। ଗୁରୁତର ଅବସ୍ଥାରେ ମାଆଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। The post ପୁଅର ଗୁଳିମାଡରେ ମାଆ ଗୁରୁତର appeared first on KNews Odisha.

ନୟାଗଡ଼: ପୁଅର ଗୁଳିମାଡରେ ମାଆ ଗୁରୁତର। ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା କଳସାଖମଣ ଗାଁରେ । ମାଆ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମାଆ ହେଲେ ଦୁଇତା ପ୍ରଧାନ। ଅଭିଯୁକ୍ତ ପୁଅ ସୁଶାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ କରୁଛି। ପୋଲିସ ସୂଚନା ଅନୁସାରେ ସୁଶାନ୍ତ ନିଶାଗ୍ରସ୍ତ ଅବସ୍ଥାରେ ମାଆକୁ ଗୁଳି କରିଛି। ଗୁରୁତର ଅବସ୍ଥାରେ ମାଆଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
The post ପୁଅର ଗୁଳିମାଡରେ ମାଆ ଗୁରୁତର appeared first on KNews Odisha.