ପୁଅର ଲୁହାଛଡ ମାଡରେ ବାପାଙ୍କ ମୃତ୍ୟୁ

ଗଞ୍ଜାମ: ବାପାକୁ ହତ୍ୟା କଲା ପୁଅ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଉମରିଖଟିଆ ଗ୍ରାମ ପଞ୍ଚାୟତର ବାଳସିଂହପୁର ଗ୍ରାମରେ। ପୁଅର ଲୁହାଛଡ ମାଡରେ ବାପାର ମୃତ୍ୟୁ ଘଟିଛି। ମୃତ ବ୍ଯକ୍ତି ଜଣଙ୍କ ହେଲେ ଗଣପତି ଦାସ। ଖବର ପାଇ ରମ୍ଭା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ହତ୍ୟାକାରୀ ପୁଅ ଗାନ୍ଧି ଦାସକୁ ଗିରଫ କରିଛି।

ପୁଅର ଲୁହାଛଡ ମାଡରେ ବାପାଙ୍କ ମୃତ୍ୟୁ
death