ପୁଞ୍ଚରେ ବଡ଼ ଦୁର୍ଘଟଣା : ୩୦୦ ଫୁଟ୍‌ ତଳକୁ ଖସିଲା ସେନା ଗାଡି, ୫ ଯବାନ ସହିଦ

ନୂଆଦିଲ୍ଲୀ : ଜାମ୍ମୁ- କାଶ୍ମୀରର ପୁଞ୍ଚରେ ବଡ ଧରଣର ଦୁର୍ଘଟଣା। ଭାରତୀୟ ସେନାର ଏକ ଗାଡି ଗଭୀର ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଏକାଧିକ ଯବାନ ଆହତ ହୋଇଥିବା ଜଣାପଡିଛି। Jammu and Kashmir | 5 soldiers lost their lives after an army vehicle met with an accident in the Poonch sector. Rescue operations are ongoing, and the […]

ପୁଞ୍ଚରେ ବଡ଼ ଦୁର୍ଘଟଣା : ୩୦୦ ଫୁଟ୍‌ ତଳକୁ ଖସିଲା ସେନା ଗାଡି, ୫ ଯବାନ ସହିଦ
Major accident in Poonch: Army vehicle fell into a deep ditch in Mendhar, five soldiers died

ନୂଆଦିଲ୍ଲୀ : ଜାମ୍ମୁ- କାଶ୍ମୀରର ପୁଞ୍ଚରେ ବଡ ଧରଣର ଦୁର୍ଘଟଣା। ଭାରତୀୟ ସେନାର ଏକ ଗାଡି ଗଭୀର ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଏକାଧିକ ଯବାନ ଆହତ ହୋଇଥିବା ଜଣାପଡିଛି।


ମଙ୍ଗଳବାର ଜାମ୍ମୁର ପୁଞ୍ଚ ଜିଲ୍ଲାର ମେଣ୍ଡର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଭାରତୀୟ ସେନାର ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ୩୦୦ ଫୁଟ୍ ତଳକୁ ଖସିପଡିଛି। ଏହି ଦୁର୍ଘଟଣାରେ ୫ଜଣ ଯବାନ ସହିତ ହୋଇଥିବା ବେଳେ ଅନେକ ଯବାନ ଆହତ ହୋଇଥିବା ଜଣାଯାଇଛି। ଦୁର୍ଘଟଣାର ସୂଚନା ମିଳିବା ପରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।