ପୁଞ୍ଜିଲାଲ ପ୍ରତି ମିନିଟରେ ମରିବ

ପୁଞ୍ଜିଲାଲ୍_ପ୍ରତି_ମିନିଟରେ_ମରିବ ପାର୍ସଲ ବୋମା କାଣ୍ଡର ଆତତାୟୀ ପୁଞ୍ଜିଲାଲକୁ କାହିଁକି ମୃତ୍ୟୁ ବଦଳରେ ହେଲା ଆଜୀବନ ସଜା? ଦଣ୍ଡବିଧାନ ବେଳେ ଏହାର ବ୍ୟାଖା କରିଛନ୍ତି ପାଟଣାଗଡ଼ ADJ। କହିଥିଲେ, ପ୍ରତ୍ୟେକ ସାଧୁଙ୍କ ପଛରେ ଥାଏ ଗୋଟିଏ ଅତୀତ, ପ୍ରତ୍ୟେକ ପାପୀର ଥାଏ ଗୋଟିଏ ଭବିଷ୍ୟତ। ପୁଞ୍ଜିଲାଲର ଏଭଳି କାର୍ଯ୍ୟକଳାପକୁ ଆତଙ୍କବାଦ ସହ ବର୍ଣ୍ଣନା କରି ଅପରାଧ ପାଇଁ ଅନୁତାପ ଓ ନିଜ ଭିତରେ ପରିବର୍ତ୍ତନ ଲାଗି ଆଜୀବନ ସଜା ସପକ୍ଷରେ ରାୟ ଦେଇଥିଲେ। ଏହାପରେ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ପାଇଁ ଏବେ କଲେଜ ନୁହେଁ, ବରଂ କାରାଗାର ପାଲଟିଛି ଠିକଣା।

ପୁଞ୍ଜିଲାଲ ପ୍ରତି ମିନିଟରେ ମରିବ
Array