ପୁଣି ଆକ୍ରମଣ ପାଇଁ ମାଓବାଦୀ କରିଥିଲେ ଯୋଜନା, ଶେଷରେ…
ମାଲକାନଗିରି,୧୨।୧ (ଦୁର୍ଯ୍ୟୋଧନ ପାତ୍ର ): ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ଜିଲାର ମୋଟୁ ଥାନା ଅନ୍ତର୍ଗତ ଜିନେଲ୍ଡ଼ା ଠାରେ ମାଓବାଦୀ ମାନେ ବିସ୍ଫୋରକ ସାମଗ୍ରୀ ମାଟି ତଳେ ପୋତି ରଖିବା ସହ କୌଣସି ଯୋଜନା କରୁଥିବାର ସୂଚନାପାଇ ଥିଲେ। ମାଲକାନଗିରି ଏସ୍ପିଙ୍କ ନେତୃତ୍ୱରେ ଡିଭିଏଫର ଏକ ଟିମ ଅପରେଶନରେ ଯାଇ ଥିଲେ। ସୂଚନାନୁଯାୟୀ, ମାଟି ଜଙ୍ଗଲ ମଧ୍ୟରେ ଏକ ମାଓବାଦୀ ଡମ୍ପ ଉଦ୍ଧାର କରିଥିଲେ। ସେଥିମଧ୍ୟରେ ଗୋଟିଏ ଅତ୍ୟାଧୁନିକ ଏସ୍ଏଲ୍ଆର ବନ୍ଧୁକ, ୫ ଟି […] The post ପୁଣି ଆକ୍ରମଣ ପାଇଁ ମାଓବାଦୀ କରିଥିଲେ ଯୋଜନା, ଶେଷରେ… appeared first on Dharitri Odia News.
ମାଲକାନଗିରି,୧୨।୧ (ଦୁର୍ଯ୍ୟୋଧନ ପାତ୍ର ): ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ଜିଲାର ମୋଟୁ ଥାନା ଅନ୍ତର୍ଗତ ଜିନେଲ୍ଡ଼ା ଠାରେ ମାଓବାଦୀ ମାନେ ବିସ୍ଫୋରକ ସାମଗ୍ରୀ ମାଟି ତଳେ ପୋତି ରଖିବା ସହ କୌଣସି ଯୋଜନା କରୁଥିବାର ସୂଚନାପାଇ ଥିଲେ। ମାଲକାନଗିରି ଏସ୍ପିଙ୍କ ନେତୃତ୍ୱରେ ଡିଭିଏଫର ଏକ ଟିମ ଅପରେଶନରେ ଯାଇ ଥିଲେ।
ସୂଚନାନୁଯାୟୀ, ମାଟି ଜଙ୍ଗଲ ମଧ୍ୟରେ ଏକ ମାଓବାଦୀ ଡମ୍ପ ଉଦ୍ଧାର କରିଥିଲେ। ସେଥିମଧ୍ୟରେ ଗୋଟିଏ ଅତ୍ୟାଧୁନିକ ଏସ୍ଏଲ୍ଆର ବନ୍ଧୁକ, ୫ ଟି ଜୀବନ୍ତ ଗୁଳି, ମୋବାଇଲ ଫୋନ, କୀଟବ୍ୟଗ, ପରି ଅନେକ ମାଓ ସାମଗ୍ରୀ ଜବତକରିଛନ୍ତି। ତେବେ ମାଓବାଦୀ ପୁଣି ସଂଘଟିତ ହୋଇ ପୋଲିସ ଉପରେ ଆକ୍ରମଣ କରିବା ପାଇଁ ଏପରି ବିଭିନ୍ନ ଯୋଜନା କରୁଥିବା ବେଳେ ମାଓବାଦୀଙ୍କ ଯୋଜନା ମାଲକାନଗିରି ପୋଲିସ ପଣ୍ଡ କରିଛି ।
The post ପୁଣି ଆକ୍ରମଣ ପାଇଁ ମାଓବାଦୀ କରିଥିଲେ ଯୋଜନା, ଶେଷରେ… appeared first on Dharitri Odia News.