ପୁଣି ଚାଇନା-ଫିଲିପାଇନ୍ସ ମଧ୍ୟରେ ବଢିଲା ତିକ୍ତତା
ବେଜିଂ,୧୯।୮: ମଧ୍ୟ ଏସିଆରେ ଦିନକୁ ଦିନ ବଢୁଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବଂ ଫିଲିପାଇନ୍ସ ମଧ୍ୟରେ ସମ୍ପର୍କ ବିଗିଡି ଯାଉଥିବା ଜଣାପଡିଛି। ଦକ୍ଷିଣ ଚାଇନା ସାଗରରେ ବିବାଦୀୟ ଉପକୂଳ ନିକଟରେ ସୋମବାର (୧୯ଅଗଷ୍ଟ ୨୦୨୪) ଚାଇନା ଏବଂ ଫିଲିପାଇନ୍ସ ଜାହାଜ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାର ଖବର ରହିଛି। ବେଜିଂ ଏହା ନିଶ୍ଚିତ କରିଛି। ଦକ୍ଷିଣ ଚାଇନା ସାଗରର ବିବାଦୀୟ ଉପକୂଳ ନିକଟରେ ଚାଇନା ଏବଂ ଫିଲିପାଇନ୍ସର ଜାହାଜ ମୁହାଁମୁହିଁ ହୋଇଛି ବୋଲି ଚାଇନା କୋଷ୍ଟଗାର୍ଡଙ୍କ ଉଦ୍ଧେଶ୍ୟରେ […] The post ପୁଣି ଚାଇନା-ଫିଲିପାଇନ୍ସ ମଧ୍ୟରେ ବଢିଲା ତିକ୍ତତା appeared first on Dharitri Odia News.
ବେଜିଂ,୧୯।୮: ମଧ୍ୟ ଏସିଆରେ ଦିନକୁ ଦିନ ବଢୁଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବଂ ଫିଲିପାଇନ୍ସ ମଧ୍ୟରେ ସମ୍ପର୍କ ବିଗିଡି ଯାଉଥିବା ଜଣାପଡିଛି। ଦକ୍ଷିଣ ଚାଇନା ସାଗରରେ ବିବାଦୀୟ ଉପକୂଳ ନିକଟରେ ସୋମବାର (୧୯ଅଗଷ୍ଟ ୨୦୨୪) ଚାଇନା ଏବଂ ଫିଲିପାଇନ୍ସ ଜାହାଜ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାର ଖବର ରହିଛି। ବେଜିଂ ଏହା ନିଶ୍ଚିତ କରିଛି। ଦକ୍ଷିଣ ଚାଇନା ସାଗରର ବିବାଦୀୟ ଉପକୂଳ ନିକଟରେ ଚାଇନା ଏବଂ ଫିଲିପାଇନ୍ସର ଜାହାଜ ମୁହାଁମୁହିଁ ହୋଇଛି ବୋଲି ଚାଇନା କୋଷ୍ଟଗାର୍ଡଙ୍କ ଉଦ୍ଧେଶ୍ୟରେ କହିଛନ୍ତି। ଜାଣିଶୁଣି ଫିଲିପାଇନ୍ସ ଏହି ଘଟଣା ସୃଷ୍ଟି କରିଛି।
ସାବିନା କୋଷ୍ଟଗାର୍ଡ ଏବଂ ସ୍ପ୍ରାଟଲି ଦ୍ୱୀପପୁଞ୍ଜ ପାଇଁ ଚାଇନାର ନାମ ବ୍ୟବହାର କରି ଚାଇନା ସେଣ୍ଟ୍ରାଲ ଟିଭିର ଏକ ରିପୋର୍ଟରେ କୁହାଯାଇଛି ଯେ ଚାଇନା ସରକାରଙ୍କ ଅନୁମତି ବିନା ନାନସା ଦ୍ୱୀପରେ ଥିବା ଜିଆନବିନ ରିଫ ନିକଟରେ ଥିବା ବେଆଇନ ଭାବେ ଫିଲିପାଇନ୍ସ ଉପକୂଳ ଗାର୍ଡ ଜାହାଜ ଚଳାଚଳ କରୁଛି। ଏହା ପରେ ମୁହାଁମୁହିଁ ପରିସ୍ଥିତି ବଢି ଯାଇଥିଲା ଏବଂ ବନ୍ଦ ହେବାପରେ ଫିଲିପାଇନ୍ସର ଜାହାଜ ଜାଣିଶୁଣି ଚଳାଚଳ କରିଥିଲା ବୋଲି ସେ କହିଛନ୍ତି।
The post ପୁଣି ଚାଇନା-ଫିଲିପାଇନ୍ସ ମଧ୍ୟରେ ବଢିଲା ତିକ୍ତତା appeared first on Dharitri Odia News.