ପୁଣି ଜଙ୍ଗଲରୁ ଏକ ହାତୀ ଛୁଆର ମୃତ ଦେହ ଠାବ...ମୃତ୍ୟୁର କାରଣ ଅସ୍ପଷ୍ଟ
ଯୁଯୁମୁରା ବ୍ଲକ ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ହାଲୁଖୁଲିଆ ନିକଟରୁ ଆଜି ଏକ ହାତୀ ଛୁଆର ମୃତ ଦେହ ଠାବ ହୋଇଛି । ହାତୀ ଛୁଆର ମୃତ୍ୟୁ କେମିତି ହେଲା ତାହା ଅସ୍ପଷ୍ଟ ରହିଛି , ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗ ତଦନ୍ତ ଚଳାଇଛି। Odisha Bhask
ଯୁଯୁମୁରା ବ୍ଲକ ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ହାଲୁଖୁଲିଆ ନିକଟରୁ ଆଜି ଏକ ହାତୀ ଛୁଆର ମୃତ ଦେହ ଠାବ ହୋଇଛି । ହାତୀ ଛୁଆର ମୃତ୍ୟୁ କେମିତି ହେଲା ତାହା ଅସ୍ପଷ୍ଟ ରହିଛି , ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗ ତଦନ୍ତ ଚଳାଇଛି।
Odisha Bhask