ପୁଣି ତିନିଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ, ୨୬ ରୁ ୨୮ ତାରିଖ ଯାଏ ବନ୍ଦ

ମୟୁରଭଞ୍ଜ : ପୁଣି ତିନିଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ୨୬ ତାରିଖରୁ ୨୮ ଯାଏ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ବନ୍ଦ ରହିବ । ଏନେଇ ଆରସିସିଏଫଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ଦାନା ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ପୂର୍ବରୁ ବାତ୍ୟା ପାଇଁ୨୪ ଓ ୨୫ ତାରିଖରେ ବନ୍ଦ ଘୋଷଣା କରିଥିଲେ ଶିମିଳିପାଳ କର୍ତ୍ତୃପକ୍ଷ। The post ପୁଣି ତିନିଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ, ୨୬ ରୁ ୨୮ ତାରିଖ ଯାଏ ବନ୍ଦ appeared first on KNews Odisha.

ପୁଣି ତିନିଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ, ୨୬ ରୁ ୨୮ ତାରିଖ ଯାଏ ବନ୍ଦ
similipal

ମୟୁରଭଞ୍ଜ : ପୁଣି ତିନିଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ୨୬ ତାରିଖରୁ ୨୮ ଯାଏ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ବନ୍ଦ ରହିବ । ଏନେଇ ଆରସିସିଏଫଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ଦାନା ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ପୂର୍ବରୁ ବାତ୍ୟା ପାଇଁ୨୪ ଓ ୨୫ ତାରିଖରେ ବନ୍ଦ ଘୋଷଣା କରିଥିଲେ ଶିମିଳିପାଳ କର୍ତ୍ତୃପକ୍ଷ।

The post ପୁଣି ତିନିଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ, ୨୬ ରୁ ୨୮ ତାରିଖ ଯାଏ ବନ୍ଦ appeared first on KNews Odisha.