ପୁଣି ପାଣ୍ଡିଆନଙ୍କ ପାଇଁ ନବୀନଙ୍କ ଓକିଲାତି

ଭି.କେ ପାଣ୍ଡିଆନଙ୍କ ସମର୍ଥନରେ ବାହାରି ନବୀନ କହିଛନ୍ତି, ପାଣ୍ଡିଆନ କେବଳ ରାଜ୍ୟ ପାଇଁ ନୁହେଁ ଦଳ ପାଇଁ ବି ବହୁତ କାମ କରିଛନ୍ତି। ତାଙ୍କୁ କୌଣସି ପ୍ରକାର ବଦନାମ କରାଯିବା ଉଚିତ ନୁହେଁ।

ପୁଣି ପାଣ୍ଡିଆନଙ୍କ ପାଇଁ ନବୀନଙ୍କ ଓକିଲାତି
Array