ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦାମ୍
ଭୁବନେଶ୍ୱର,୬।୬: ଭୁବନେଶ୍ୱରରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଗୁରୁବାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୦୬ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୯୨.୬୪ ଟଙ୍କା ରେକର୍ଡ କରାଯାଇଛି। ଆଜି କଟକ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୨୪ ଟଙ୍କା ଏବଂ ଡିଜେଲରେ ଗତ ୨୪ ଘଣ୍ଟା ମଧ୍ୟରେ ଲିଟର ପିଛା ୯୨.୮୧ ଟଙ୍କା ରେକର୍ଡ କରାଯାଇଛି। […] The post ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦାମ୍ appeared first on Dharitri Odia News.
ଭୁବନେଶ୍ୱର,୬।୬: ଭୁବନେଶ୍ୱରରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଗୁରୁବାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୦୬ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୯୨.୬୪ ଟଙ୍କା ରେକର୍ଡ କରାଯାଇଛି।
ଆଜି କଟକ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୨୪ ଟଙ୍କା ଏବଂ ଡିଜେଲରେ ଗତ ୨୪ ଘଣ୍ଟା ମଧ୍ୟରେ ଲିଟର ପିଛା ୯୨.୮୧ ଟଙ୍କା ରେକର୍ଡ କରାଯାଇଛି।
ଭାରତର ପ୍ରମୁଖ ସହରଗୁଡିକର ମଧ୍ୟରେ ଦିଲ୍ଲୀରେ ଲିଟର ପିଛା ୯୪.୭୨ଟଙ୍କା, କୋଲକାତାରେ ଲିଟର ପିଛା ୧୦୩.୯୪। ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ହାର ଯଥାକ୍ରମେ ୧୦୪.୨୧ ଏବଂ୧୦୦.୭୫ ଟଙ୍କା ରହିଛି।
ଭାରତର ପ୍ରମୁଖ ସହରଗୁଡ଼ିକରେ ଡିଜେଲ ମୂଲ୍ୟ ଦିଲ୍ଲୀରେ ଲିଟର ପିଛା ୮୭.୬୨ ଟଙ୍କା କୋଲକାତାରେ ଲିଟର ପିଛା ୯୦.୭୬, ମୁମ୍ବାଇରେ ଲିଟର ପିଛା ୯୨.୧୫ ଏବଂ ଚେନ୍ନାଇରେ ଲିଟର ପିଛା ୯୨.୩୪ ରହିଛି।
The post ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦାମ୍ appeared first on Dharitri Odia News.