ପୁଣି ମାତିଲେ କଳା ପଲ୍ସର୍ ଲୁଟେରା, ଅଫିସ୍ କ୍ୟାମ୍ପସରୁ ଝାମ୍ପି ନେଲେ ଅଢେଇ ଲକ୍ଷ ଟଙ୍କା
ଭୁବନେଶ୍ୱର : ପୁଣି ମାତିଲେ କଳା ପଲ୍ସର୍ ଲୁଟେରା । ଦିନ ଦ୍ବିପ୍ରହରରେ କଲେ ଲୁଟ୍। ଟାଇମ୍ସ ସିକ୍ୟୁରିଟି କର୍ମଚାରୀଙ୍କ ଠାରୁ ଲୁଟ୍ । ପୁଅ ଆଡମିସନ୍ ପାଇଁ ଉଠାଇଥିଲେ ଅଢେଇ ଲକ୍ଷ ଟଙ୍କା । ବ୍ୟାଙ୍କ୍ ରୁ ଟଙ୍କା ଉଠାଇ ଘରକୁ ଫେରିବା ବେଳେ ପିଛା କରି ଝାଂପିଲେ ଟଙ୍କା ବ୍ୟାଗ୍ । ଅଫିସ୍ କ୍ୟାମ୍ପସରୁ ଝାମ୍ପି ନେଲେ ଅଢେଇ ଲକ୍ଷ ଟଙ୍କା । ସିସିଟିଭିରେ କଏଦ୍ ହେଲା ଲୁଟ୍ ବେଳର ଦୃଶ୍ୟ । ଏନେଇ […] The post ପୁଣି ମାତିଲେ କଳା ପଲ୍ସର୍ ଲୁଟେରା, ଅଫିସ୍ କ୍ୟାମ୍ପସରୁ ଝାମ୍ପି ନେଲେ ଅଢେଇ ଲକ୍ଷ ଟଙ୍କା appeared first on KNews Odisha.

ଭୁବନେଶ୍ୱର : ପୁଣି ମାତିଲେ କଳା ପଲ୍ସର୍ ଲୁଟେରା । ଦିନ ଦ୍ବିପ୍ରହରରେ କଲେ ଲୁଟ୍। ଟାଇମ୍ସ ସିକ୍ୟୁରିଟି କର୍ମଚାରୀଙ୍କ ଠାରୁ ଲୁଟ୍ । ପୁଅ ଆଡମିସନ୍ ପାଇଁ ଉଠାଇଥିଲେ ଅଢେଇ ଲକ୍ଷ ଟଙ୍କା । ବ୍ୟାଙ୍କ୍ ରୁ ଟଙ୍କା ଉଠାଇ ଘରକୁ ଫେରିବା ବେଳେ ପିଛା କରି ଝାଂପିଲେ ଟଙ୍କା ବ୍ୟାଗ୍ । ଅଫିସ୍ କ୍ୟାମ୍ପସରୁ ଝାମ୍ପି ନେଲେ ଅଢେଇ ଲକ୍ଷ ଟଙ୍କା । ସିସିଟିଭିରେ କଏଦ୍ ହେଲା ଲୁଟ୍ ବେଳର ଦୃଶ୍ୟ । ଏନେଇ ଶିଶିର କୁମାର ମହାପାତ୍ରଙ୍କ କଲେ ଇନ୍ଫୋସିଟି ଥାନାରେ ଅଭିଯୋଗ। ଘଟଣା ସ୍ଥଳରେ ଇନ୍ଫୋସିଟି ଥାନା ପୋଲିସର ଛାନଭିନ୍।
The post ପୁଣି ମାତିଲେ କଳା ପଲ୍ସର୍ ଲୁଟେରା, ଅଫିସ୍ କ୍ୟାମ୍ପସରୁ ଝାମ୍ପି ନେଲେ ଅଢେଇ ଲକ୍ଷ ଟଙ୍କା appeared first on KNews Odisha.