ପୁଣି ସ୍କୁଲକୁ ବୋମାରେ ଉଡ଼଼ାଇବାକୁ ଧମକ

ମୁମ୍ବାଇ : ମୁମ୍ବାଇରେ ପୁଣି ସ୍କୁଲକୁ ବୋମାରେ ଉଡ଼଼ାଇବାକୁ ଧମକ। ଜୋଗେଶ୍ଵରୀ ଓସିୱାରା ଅଂଚଳରେ ଏକ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ... The post ପୁଣି ସ୍କୁଲକୁ ବୋମାରେ ଉଡ଼଼ାଇବାକୁ ଧମକ appeared first on .

ପୁଣି ସ୍କୁଲକୁ ବୋମାରେ ଉଡ଼଼ାଇବାକୁ ଧମକ

ମୁମ୍ବାଇ : ମୁମ୍ବାଇରେ ପୁଣି ସ୍କୁଲକୁ ବୋମାରେ ଉଡ଼଼ାଇବାକୁ ଧମକ। ଜୋଗେଶ୍ଵରୀ ଓସିୱାରା ଅଂଚଳରେ ଏକ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଆସିଥିଲା ଧମକପୂର୍ଣ୍ଣ ଇ-ମେଲ। ଧମକ ଆସିବା ପରେ ଚାରିଆଡେ ହୋହାଲ୍ଲା ସୃଷ୍ଟି ହୋଇଥିଲା। ପୋଲିସକୁ ଖବର ପରେ ତୁରନ୍ତ ଆସି ପହଞ୍ଚିଥିଲା ପୋଲିସ ସହ ବୋମା ନିଷ୍କ୍ରିୟକାରୀ ଟିମ। ସ୍କୁଲରେ ଯାଞ୍ଚ ପରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିବା ଜଣାପଡିଛି। ଅଫଜଲ ଗ୍ଯାଙ୍ଗ ପକ୍ଷରୁ ଏହି ବୋମା ରଖାଯାଇଥିବା ଧମକ ଦିଆଯାଇଥିଲା। ମୁମ୍ବାଇର ଗ୍ଲାୋବାଲ ରିୟାନ ସ୍କୁଲରେ ଏହି ବୋମା ରଖାଯାଇଥିବା ଧମକ ଆସିଥିଲା।  ତେବେ ମାମଲା ଯାଞ୍ଚ କରୁଛି ପୋଲିସ ।

The post ପୁଣି ସ୍କୁଲକୁ ବୋମାରେ ଉଡ଼଼ାଇବାକୁ ଧମକ appeared first on .