ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଆମେରିକା ପ୍ରତିରକ୍ଷା ସଚିବ

ଓ୍ବାଶିଂଟନ,୧୨।୨: ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ୍‌ ବ୍ଲାଡର ସମସ୍ୟା ନେଇ ରବିବାର ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରେ ପୀଡ଼ିତ ଅଷ୍ଟିନ୍‌ ଧୀରେ ଧୀରେ ଭଲ ହେଉଥିବା ବେଳେ ତାଙ୍କ ଡେପୁଟି କାଥଲିନ୍‌ ହିକ୍ସଙ୍କୁ କ୍ଷମତା ହସ୍ତାନ୍ତର କରିଥିବା ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି। ଅଷ୍ଟିନ୍‌ଙ୍କୁ କ୍ୟାନ୍‌ସର ହୋଇଥିବା ଗତ ଡିସେମ୍ବରରେ ଜଣାପଡ଼ିଥିଲା। ଏହା ପରଠାରୁ ତାଙ୍କର ଚିକିତ୍ସା ଜାରି ରହିଛି। The post ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଆମେରିକା ପ୍ରତିରକ୍ଷା ସଚିବ appeared first on Dharitri Odia News.

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଆମେରିକା ପ୍ରତିରକ୍ଷା ସଚିବ

ଓ୍ବାଶିଂଟନ,୧୨।୨: ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ୍‌ ବ୍ଲାଡର ସମସ୍ୟା ନେଇ ରବିବାର ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରେ ପୀଡ଼ିତ ଅଷ୍ଟିନ୍‌ ଧୀରେ ଧୀରେ ଭଲ ହେଉଥିବା ବେଳେ ତାଙ୍କ ଡେପୁଟି କାଥଲିନ୍‌ ହିକ୍ସଙ୍କୁ କ୍ଷମତା ହସ୍ତାନ୍ତର କରିଥିବା ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି। ଅଷ୍ଟିନ୍‌ଙ୍କୁ କ୍ୟାନ୍‌ସର ହୋଇଥିବା ଗତ ଡିସେମ୍ବରରେ ଜଣାପଡ଼ିଥିଲା। ଏହା ପରଠାରୁ ତାଙ୍କର ଚିକିତ୍ସା ଜାରି ରହିଛି।

The post ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଆମେରିକା ପ୍ରତିରକ୍ଷା ସଚିବ appeared first on Dharitri Odia News.