ହେଡ୍‌ଫୋନ୍‌ ଦେଇ ଟ୍ରାକ୍‌ରେ ଯାଉଥିଲେ ଯୁବକ: ସେପଟୁ ଆଲିଲା ଟ୍ରେନ୍‌, ପରେ…

ବାଲେଶ୍ୱର,୭।୬: ଟ୍ରାକ ଉପରେ ହେଡ୍‌ଫୋନ ଦେଇ କଥା ହେଉଥିବା ବେଳେ ମାଡ଼ିଗଲା ଟ୍ରେନ୍‌। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ରେଳ ଷ୍ଟେସନ ନିକଟରେ। ତେବେ ଏଯାବତ୍‌ ଉକ୍ତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଖବରପାଇ ସହଦେବଖୁଣ୍ଟା ପୋଲିସ, RPF ପହଞ୍ଚି ଛାନଭିନ ଚଳାଇଛନ୍ତି। The post ହେଡ୍‌ଫୋନ୍‌ ଦେଇ ଟ୍ରାକ୍‌ରେ ଯାଉଥିଲେ ଯୁବକ: ସେପଟୁ ଆଲିଲା ଟ୍ରେନ୍‌, ପରେ… appeared first on Dharitri Odia News.

ହେଡ୍‌ଫୋନ୍‌ ଦେଇ ଟ୍ରାକ୍‌ରେ ଯାଉଥିଲେ ଯୁବକ: ସେପଟୁ ଆଲିଲା ଟ୍ରେନ୍‌, ପରେ…

ବାଲେଶ୍ୱର,୭।୬: ଟ୍ରାକ ଉପରେ ହେଡ୍‌ଫୋନ ଦେଇ କଥା ହେଉଥିବା ବେଳେ ମାଡ଼ିଗଲା ଟ୍ରେନ୍‌। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ରେଳ ଷ୍ଟେସନ ନିକଟରେ। ତେବେ ଏଯାବତ୍‌ ଉକ୍ତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଖବରପାଇ ସହଦେବଖୁଣ୍ଟା ପୋଲିସ, RPF ପହଞ୍ଚି ଛାନଭିନ ଚଳାଇଛନ୍ତି।

The post ହେଡ୍‌ଫୋନ୍‌ ଦେଇ ଟ୍ରାକ୍‌ରେ ଯାଉଥିଲେ ଯୁବକ: ସେପଟୁ ଆଲିଲା ଟ୍ରେନ୍‌, ପରେ… appeared first on Dharitri Odia News.