ପୁରୀ ଦଳଚକଟା: ଦାୟିତ୍ୱ ନେଉ ନେଉ କହିଦେଲେ ପୁରୀ ଏସପି, ମହାପ୍ରଭୁ…

ପୁରୀ,୨୯।୬: ରଥଯାତ୍ରା ଦଳଚକଟାକୁ ନେଇ କେବଳ ରାଜ୍ୟ ନୁହେଁ ପୁରା ଦେଶ ଉଠୁଛି ପଡୁଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର। ଦଳାଚକଟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ପୁରୀ ଜିଲାପାଳ ଓ ଏସପିଙ୍କୁ ବଦଳି କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀର ନୂଆ ଜିଲାପାଳ ଭାବେ ଚଞ୍ଚଲ ରାଣାଙ୍କୁ ଦାୟିତ୍ୱ ମିଳିଥିବାବେଳେ ପିନାକ ମିଶ୍ରଙ୍କୁ ଏସପି ଭାବେ ଦାୟିତ୍ୱ ମିଳିଛି। ପୁରୀ ଏସ୍ପି ଭାବେ ଦାୟିତ୍ବ ନେବା ପରେ ପିନାକ ମିଶ୍ର […] The post ପୁରୀ ଦଳଚକଟା: ଦାୟିତ୍ୱ ନେଉ ନେଉ କହିଦେଲେ ପୁରୀ ଏସପି, ମହାପ୍ରଭୁ… appeared first on Dharitri Odia News.

ପୁରୀ ଦଳଚକଟା: ଦାୟିତ୍ୱ ନେଉ ନେଉ କହିଦେଲେ ପୁରୀ ଏସପି, ମହାପ୍ରଭୁ…

ପୁରୀ,୨୯।୬: ରଥଯାତ୍ରା ଦଳଚକଟାକୁ ନେଇ କେବଳ ରାଜ୍ୟ ନୁହେଁ ପୁରା ଦେଶ ଉଠୁଛି ପଡୁଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର। ଦଳାଚକଟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ପୁରୀ ଜିଲାପାଳ ଓ ଏସପିଙ୍କୁ ବଦଳି କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀର ନୂଆ ଜିଲାପାଳ ଭାବେ ଚଞ୍ଚଲ ରାଣାଙ୍କୁ ଦାୟିତ୍ୱ ମିଳିଥିବାବେଳେ
ପିନାକ ମିଶ୍ରଙ୍କୁ ଏସପି ଭାବେ ଦାୟିତ୍ୱ ମିଳିଛି।

ପୁରୀ ଏସ୍ପି ଭାବେ ଦାୟିତ୍ବ ନେବା ପରେ ପିନାକ ମିଶ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୋର ପୂର୍ବରୁ ଯେଉଁ ଛୋଟ ଅଭିଜ୍ଞତା ରହିଛି କାମରେ ଲଗାଇବି। ମହାପ୍ରଭୁ ମୋତେ ଓ ପୋଲିସକୁ ଶକ୍ତି ଦିଅନ୍ତୁ କାମନା କରୁଛି। ଅଘଟଣ ନେଇ ମୁଁ ଏବେ କହିବା ଠିକ ହେବ ନାହିଁ। ସମସ୍ତ ନୀତିକାନ୍ତି ଆଗକୁ କିପରି ଠିକ ଭାବେ ହେବ ତାହା ପ୍ରାଥମିକତା ରହିବ।

ମୁଖ୍ୟମନ୍ତ୍ରୀ ନେଲେ ବଡ଼ ଆକ୍ସନ, ବଦଳିଲେ ପୁରୀ ଜିଲାପାଳ ଏସପି

The post ପୁରୀ ଦଳଚକଟା: ଦାୟିତ୍ୱ ନେଉ ନେଉ କହିଦେଲେ ପୁରୀ ଏସପି, ମହାପ୍ରଭୁ… appeared first on Dharitri Odia News.