ପୁରୀରେ ତିନି ଦିନିଆ ବିଶ୍ୱ ସାଧୁସନ୍ଥ ସମ୍ମିଳନୀ ଆରମ୍ଭ
ପୁରୀ : ପୁରୀରେ ତିନି ଦିନିଆ ବିଶ୍ୱ ସାଧୁସନ୍ଥ ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇଛି। ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି ସନାତନ ଧର୍ମର ସମସ୍ତ ସାଧୁସନ୍ଥମାନେ ଯେଭଳି ଏକତିତ୍ର ହୋଇ କାର୍ଯ୍ୟ କରିବେ । ଆଗାମୀ ଦିନରେ ଯେଉଁ ବିଶ୍ଵଦରବାରରେ ସନାତନ ଧର୍ମ ବ୍ୟାପକ ଭାବେ ପ୍ରଚାର ପ୍ରସାର ହୋଇପାରିବ ସେ ନେଇ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯିବ । ଏହି ସମ୍ମିଳନୀରେ ୩୦ଟି ରାଜ୍ୟରୁ ପାଖାପାଖି ୨ହଜାରରୁ ଉର୍ଦ୍ଧ୍ବ […] The post ପୁରୀରେ ତିନି ଦିନିଆ ବିଶ୍ୱ ସାଧୁସନ୍ଥ ସମ୍ମିଳନୀ ଆରମ୍ଭ appeared first on KNews Odisha.

ପୁରୀ : ପୁରୀରେ ତିନି ଦିନିଆ ବିଶ୍ୱ ସାଧୁସନ୍ଥ ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇଛି। ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି ସନାତନ ଧର୍ମର ସମସ୍ତ ସାଧୁସନ୍ଥମାନେ ଯେଭଳି ଏକତିତ୍ର ହୋଇ କାର୍ଯ୍ୟ କରିବେ । ଆଗାମୀ ଦିନରେ ଯେଉଁ ବିଶ୍ଵଦରବାରରେ ସନାତନ ଧର୍ମ ବ୍ୟାପକ ଭାବେ ପ୍ରଚାର ପ୍ରସାର ହୋଇପାରିବ ସେ ନେଇ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯିବ । ଏହି ସମ୍ମିଳନୀରେ ୩୦ଟି ରାଜ୍ୟରୁ ପାଖାପାଖି ୨ହଜାରରୁ ଉର୍ଦ୍ଧ୍ବ ସାଧୁ ସନ୍ଥମାନେ ଯୋଗଦେଇଛନ୍ତି । ଏହା ପୁରୀର ବୃନ୍ଦାବତୀ ନିବାସରେ ତିନି ଦିନ ଧରି ଏହି ସମ୍ମିଳନୀ ଆୟୋଜିତ ହେଉଛି ।
The post ପୁରୀରେ ତିନି ଦିନିଆ ବିଶ୍ୱ ସାଧୁସନ୍ଥ ସମ୍ମିଳନୀ ଆରମ୍ଭ appeared first on KNews Odisha.